।। ବେଡମିନଟନ୍, ଚେସ୍ ଓ କେରମ୍ ପ୍ରତିଯୋଗିତା ଅନୁଷ୍ଠିତ ।।

Oct 4, 2024 - 20:23
 0  5
।। ବେଡମିନଟନ୍, ଚେସ୍ ଓ କେରମ୍ ପ୍ରତିଯୋଗିତା ଅନୁଷ୍ଠିତ ।।

ନୂଆପଡ଼ା : ନେସନାଲ କଲେଜ ନୂଆପଡ଼ା ଠାରେ +୨/+୩ ଉଭୟ ବାଳକ ଓ ବାଳିକା ବିଭାଗରେ ଆନ୍ତଃ ଶ୍ରେଣୀ ସ୍ତରୀୟ ବେଡମିନଟନ୍, ଚେସ୍ ଓ କେରମ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ +୨ ବାଳିକା ବିଭାଗରେ ବ୍ୟାଡମିଣ୍ଟନ ରେ ରାଧିକା ଗୁପ୍ତା ଓ ୟାସିକା ସାହୁ, ବାଳକ ବିଭାଗରେ ସୁରଜ୍ ମାଝୀ ଓ ଯୁବରାଜ ଦଣ୍ଡସେନା,+୩ ବାଳକ ବିଭାଗରେ ଧିରଜ୍ ଓ ଲଲେଶ ଓ+୩ ବାଳିକା ବିଭାଗରେ ପ୍ରାଚୀ ମିଶ୍ରା ଯଥାକ୍ରମେ ଚାମ୍ପିଅନ ଓ ରନରସ ହୋଇଥିଲେ । ଏହି ଛାତ୍ର ଛାତ୍ରୀ ମାନେ ଆଗାମୀ ଦିନରେ ହେବାକୁ ଥିବା+୨ କାଉନସିଲ ଓ+୩ ବିଶ୍ଵବିଦ୍ୟାଳୟ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତାରେ ଭାଗ ନେବେ। ବ୍ୟାଡମିଣ୍ଟନ କୁ ଅଜୟ ପଟ୍ଟନାୟକ ଜିଲ୍ଲା ଖେଳ ଅଧିକାରୀ ଓ ଚେସ, କେରମ୍ କୁ ଦୁର୍ଲଭ ଚରଣ ବେହେରା ଉଦଘାଟନ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ