ସୁନାବେଡ଼ାରେ ନୂତନ ଏସ୍ ଡିପିଓ ଦାୟିତ୍ବ ଗ୍ରହଣ କଲେ ,

Feb 11, 2024 - 19:39
 0  1.5k
ସୁନାବେଡ଼ାରେ ନୂତନ ଏସ୍ ଡିପିଓ ଦାୟିତ୍ବ ଗ୍ରହଣ କଲେ ,

କୋରାପୁଟ ଜିଲ୍ଲାର ସୁନାବେଡ଼ାରେ ନୂତନ ଏସ୍ ଡିପିଓ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ,ଶ୍ରୀମତୀ ମନବ୍ରତା ଶତପଥୀ ପୂର୍ବରେ କୋରାପୁଟ ହେଡ଼େ କୁଆଟର୍ ଡି଼ଏସ୍ ପି ଭାବରେ କାର୍ଯ୍ୟ କରୁଥିଲେ ରାଜ୍ୟ ସରକାରଙ୍କ ଦ୍ବାରା ଏବଂ କୋରାପୁଟ ଏସ୍ ପି ଙ୍କ ନିର୍ଦ୍ଦେଶ କ୍ରମେ ସୁନାବେଡ଼ା ଏସ୍ ଡିପିଓ ଭାବରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଲେ ମନବ୍ରତା ଶତପଥୀ ନୂତନ ଏସ୍ ଡିପିଓ ଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିଛି ,ଅଞ୍ଚଳର ଲୋକଙ୍କ ଭାଇଚାରା ବଞ୍ଚାଇବା ସହିତ ସରକାର ଙ୍କ ଆଇନ୍ ଶୃଙ୍ଖଳା ରକ୍ଷା କରିବା ଟ୍ରାଫିକ୍ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ସହିତ ପୋଲିସ । ଡିପାର୍ଟମେଣ୍ଟର ମରଜତା ରକିବା ନେଇ ମନବ୍ରତା ଶତପଥୀ କହିଛନ୍ତି । ପୂର୍ବରେ ସୁନାବେଡ଼ାରେ ରହିଥିବା ଏସ୍ ଡିପିଓଙ୍କୁ କୋଲାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏସ୍ ଡିପିଓ ଭାବରେ ବଦଳି କରାଗଲା ବୋଲି ସୂଚନା ମିଳିଛି ।

କୋରାପୁଟ ରୁ ରୂପ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 4
Dislike Dislike 0
Love Love 1
Funny Funny 0
Angry Angry 1
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ