ଆରତୀ ସିଲେଇ ସେବା ସଂସ୍ଥାନ ମାନବ ସେବା ହିଁ ମାଧବ ସେବା ସ୍ଵାବ ଲମ୍ବି କରି ଗଢିତଳିବା ଏହି ସଂସ୍ଥାର ମୁଖ୍ୟ ଲକ୍ଷ୍ୟ
ଆରତୀ ସିଲେଇ ସେବା ସଂସ୍ଥାନ ମାନବ ସେବା ହିଁ ମାଧବ ସେବା ସ୍ଵାବ ଲମ୍ବି କରି ଗଢିତଳିବା ଏହି ସଂସ୍ଥାର ମୁଖ୍ୟ ଲକ୍ଷ୍ୟ। ମୁଖ୍ୟ ଅତିଥି ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ବହୁ ସମାଜସେବି କାର୍ଯ୍ୟ କର୍ତ୍ତା ତଥା ବହୁ ମହିଳା ତଥା ସାମ୍ବାଦିକ ଯୋଗ ଦେଇ ଏହାକୁ ଆଗକୁ ଆଗେଇ ନେବାର ମାର୍ଗ ଦର୍ଶାଇଥିଲେ। ଯାହାଦ୍ଵାରା ବହୁ ବେକାର ଯୁବତି ୩ ମାସ ଏବଂ ୫ ମାସର ତାଲିମ ନେଇ ନିଜେ ସରକାରୀ ଅନୁଦାନ ପାଇବାର ହକଦାର ହୋଇ ସ୍ଵାବଲମ୍ବି ହୋଇ ସମାଜର ମୁଖ୍ୟ ସ୍ରେ।ତ. ରେ ସାମିଲ ହୋଇ ନିଜର ପରିଚୟ ସୃଷ୍ଟି କରିପାରିବେ । ଏହା ସରକାରୀ ଏମ ଏ ସେ ମି ଦ୍ଵାରା ପଞ୍ଜିକୃତ ଅନୁଷ୍ଠାନ, ଆରତୀ ବାରିକ ଯିଏକି ଏହି ସଂସ୍ଥାର ମୁଖ୍ୟ ପରିଚାଳକ। ତାଙ୍କର ଏହି ପ୍ରକାର ପ୍ରସ୍ରାସକୁ ସବୁମହଲରେ ବେଶ ପ୍ରସଂଶ ନିୟ, କାରଣ ଏହି ଅନୁଷ୍ଠାନରେ ସବୁ ବର୍ଗର ସବୁ ଶ୍ରେଣୀର ମହିଳା ଶିଲେଇଶିକ୍ଷାର ସୁଯୋଗ ପାଇପାରିବେ।ଏହାଭଞ୍ଜ ପୁର ନିକଟସ୍ଥ ଜଗ ଧ।ତ୍ରୀ ପଡ଼ିଆ ନିକଟରେ ଅବସ୍ଥିତ। ଆଗକୁ ଏହି ସଂସ୍ଥା କିପରି ଅଧିକରୁ ଅଧିକ ସରକାରୀ ଅନୁଦାନ ଟ୍ରେନିଂ ପ୍ରାପ୍ତ ମହିଳାଙ୍କୁ ଯୋଗାଇବାରେ ସଫଳ ହେବ ତାହାକୁ ନେଇ ଜିଲ୍ଲା ପ୍ରସାସନ ଏବଂ ଓଡ଼ିଶା ସକାରଙ୍କ ଏହି ବିଭାଗ ସହିତ ସହଯୋଗ କରି ଏହାକୁ ଆଗକୁ ଆଗେଇନେବାର ପ୍ରତିଶୃତି ଦେଇଛନ୍ତି। ଏବଂ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0