ସ୍ୱର୍ଗସ୍ତ ଦୁଲଭ ଖିଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ପରିବାର ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

Sep 23, 2025 - 16:04
Sep 23, 2025 - 16:08
 0  4
ସ୍ୱର୍ଗସ୍ତ ଦୁଲଭ ଖିଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ପରିବାର ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଆବିର୍ଭାବ-୦୧/୦୧/୧୯୪୯ ତିରୋଧାନ-୨୩/୦୯/୨୦୨୫ ମିଷ୍ଟଭାଷୀ ବାପା:-ଆପଣଙ୍କର ସ୍ନେହ, ଶ୍ରଦ୍ଧା, ଶୃଙ୍ଖଳା, ସଚ୍ଛଟପଣ ,ସମୟନାବର୍ତ୍ତିତା ଦୂରଦୃଷ୍ଟି ସ୍ୱାଭିମାନ, ସୁଚିନ୍ତିତ ମତାମତ, ଉପଯୁକ୍ତ ମାର୍ଘ ଦର୍ଶନ ଆମ୍ଭମାନଙ୍କ ଜୀବନରେ ସଦା ସର୍ବଦା ପ୍ରେରଣା ଦେଉଥାଉ ।ଆପଣଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିନମ୍ର ପ୍ରାର୍ଥନା କରୁଅଛୁ । ଶୋକସନ୍ତପ୍ତ:-ପତ୍ନୀ ଧନାଇ, ଭାଈ ଜଳେନ୍ଦ୍ର, ଭାତ୍ର। ବଧୁ ବାସନ୍ତୀ, ପୁତ୍ର ଜିତେନ୍ଦ୍ର, ବାବୁଲା, ଶଙ୍କର, ପୁତ୍ର ବଧୁ:-ବିନି, କମଳା, ଅମ୍ବିକା ଏବଂ ନାତି ନାତୁଣୀ ଙ୍କ ସହ ବନ୍ଧୁବାନ୍ଦବ ଓ ଆତ୍ମୀୟସ୍ୱଜନ ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ