ଲାସେରୀ ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ବେଳେ ଶାଳ କାଠ ସହ ବୋଲେରୋ ଜବତ
ବାଲିଗୁଡା, ୧୪ ।୧୧ /୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)କନ୍ଧମାଳ କୋଟଗଡ଼ ବନାଞ୍ଚଳର ବେଆଇନ କାଠ ଚୋ କାଠ ଚୋରାଚାଲାଣ କୋଟଗଡ଼ ବନ ବିଭାଗର ଚଢ଼ାଉ କନ୍ଧମାଳଜିଲ୍ଲା କଟଗଡ଼ରେ ଜଙ୍ଗଲ କଟା ରୋକିବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ଲାସେରୀ ଜଙ୍ଗଲରୁ ଓଡି ୦ ୨ ଡିଇ ୭୨୦୯ ନମ୍ବର ବିଶିଷ୍ଟ ପିକ୍ଅପ୍ ଗାଡ଼ିରେ ଶାଳ କାଠ ଆଯାଉଥିବା ବନବିଭାଗ ସୂଚନା ପାଈ କାଠ ଚାଲାଣ କରୁଥିବା ଗାଡ଼ି ଟିମ୍ ଚଢ଼ାଉ କରିଥିଲା । ଏହି ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣା ସ୍ଥଳକୁ ପହଞ୍ଚିବା ସମୟରେ ଗାଡ଼ିଛାଡ଼ି ଚାଳକ ଫେରାର ହୋଇଥିବା ସୂଚନା ମିଳିଛି। ଗାଡ଼ିରେ ଥିବା କାଠଗୁଡ଼ିକର ଲମ୍ବ ପ୍ରାୟ ୭ଫୁଟ ୬୯ମୋଟା ଗୋଲେଇ ନିର୍ଦ୍ଦିଷ୍ଟ ମାପର ରହିଛି। ବନବିଭାଗକୁ ମିଳିଛି ବଡ଼ ସଫଳତା। ଲାସେରୀ ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ହେଉଥିବା ବେଳେ ୯୨ ଖଣ୍ଡ ଶାଳ ଶାଳ କାଠ ସ ଗାଡ଼ିକୁ ବନ ସହ ଏକ ମହିନ୍ଦ୍ରା ମ୍ୟାକ୍ସ ବୁଲେରୋ ପିକ୍ଅପ୍ ନ ବିଭାଗ ଜବତ ତ କରିଛି। ତେବେ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସୂଚନା ଅନୁଯାୟୀ, ବାଲିଗୁଡ଼ା ବନଖଣ୍ଡ ଅଧୀ ଅଧୀନ କୋଟଗଡ଼ ବ ବନାଞ୍ଚଳର ସୁପାମାହା ବିଟ୍ ଅନ୍ତର୍ଗତ ଏହି ଚଢ଼ାଉ ସମୟରେ ଲାସେରୀ ଫରେଷ୍ଟର ରବି ମୋହନ ନ ନାୟକ, ଦୀପକ ପଟ୍ଟନାୟକ ଓ ଜୟାନ ନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଜବତ କାଠର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୪ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଏନେଇ ବନ ବିଭାଗ ପକ୍ଷ ପକ୍ଷରୁ ୯/୯୦ ୦୨୬-୨୭ ନମ୍ବରରେ ମାମଲା ରୁଜୁ କ କରାଯାଇଥିବା କୋଟଗଡ଼ ବନାଞ୍ଚଳ ଅଧୂକାରୀ ବାଲ୍ ଗୋପାଳ ବେହେରା ସୂଚନା ଦେଇଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0