ଖରିଆର ରୋଡ୍ରେ ଲଞ୍ଚ୍ ହେଲା ୨୦୨୬ ରେ Royal Enfield Hunter ର ନୂଆ ମଡେଲ୍
ଖରିଆର ରୋଡ୍, ୧୦-୦୪-୨୦୨୬: Royal Enfield ର ଅତ୍ୟନ୍ତ ଲୋକପ୍ରିୟ Hunter ସିରିଜ୍ର ନୂତନ ମଡେଲ୍ଗୁଡିକ ଆଜି ଖରିଆର ରୋଡ୍ରେ ଆଧିକାରିକ ଭାବେ ଲଞ୍ଚ୍ ହୋଇଛି, ଯାହା ଯୁବକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଏହି ନୂଆ Hunter ମଡେଲ୍ଗୁଡିକ ଆଧୁନିକ ଡିଜାଇନ୍ ଏବଂ ଆକର୍ଷଣୀୟ ବୈଶିଷ୍ଟ୍ୟ ସହିତ ଯୁବ ପିଢିଙ୍କୁ ବିଶେଷ ଭାବରେ ଆକୃଷ୍ଟ କରିବ। ନୂତନ Hunter ତିନୋଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି: ଏହାର ପ୍ରାରମ୍ଭିକ ମୂଲ୍ୟ Base Premium ଭାରିଆଣ୍ଟ Tarmac Black, ପାଇଁ ପ୍ରାୟ ₹1.49 ଲକ୍ଷରୁ ଓ Top Premium ଭାରିଆଣ୍ଟ Moonshot White ଏବଂ Mumbai Yellow। ପାଇଁ ପ୍ରାୟ ₹1.69 ଲକ୍ଷରୁ ଆରମ୍ଭ ହେଉଛି। ଏହି ନୂତନ Hunter ମଡେଲ୍ଗୁଡିକ ବର୍ତ୍ତମାନ ଖରିଆର ରୋଡ୍ର ପ୍ରତିଷ୍ଠିତ ଶୋ'ରୁମ୍ Jyoti Autozone (ଗୋତମା) ରେ ଉପଲବ୍ଧ। ଆଜି ଲଞ୍ଚ୍ ହୋଇଥିବାରୁ, ଗ୍ରାହକମାନେ ଏଠାରେ ଯାଇ ଟେଷ୍ଟ ରାଇଡ୍ କରିବା ସହିତ ନିଜ ପସନ୍ଦର ବାଇକ୍ ବୁକିଂ କରିପାରିବେ। ଯଦି ଆପଣ ଏକ ଷ୍ଟାଇଲିଶ୍, ଶକ୍ତିଶାଳୀ ଏବଂ ଚଳାଇବାକୁ ସହଜ ବାଇକ୍ ଖୋଜୁଛନ୍ତି, ତେବେ Royal Enfield Hunter ଆପଣଙ୍କ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ ହେବ। ଅଧିକ ସୂଚନା ପାଇଁ, Jyoti Autozone, (ଗୋତମା), ଖରିଆର ରୋଡ୍, ନୂଆପଡ଼ାରେ ଯୋଗାଯୋଗ କରନ୍ତୁ କିମ୍ବା ୮୧୧୪୬୦୭୯୦୫ ନମ୍ବରରେ ଫୋନ୍ କରନ୍ତୁ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0