।। ମହୁଲ ପାଟଣା ମାଁ ଡୋକରୀ ଦେବୀ ଙ୍କ ଦଶହରା ସମ୍ପନ୍ନ ।।

Oct 23, 2023 - 19:47
 0  104
।। ମହୁଲ ପାଟଣା ମାଁ ଡୋକରୀ ଦେବୀ ଙ୍କ ଦଶହରା ସମ୍ପନ୍ନ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମହୁଲ ପାଟଣା ପଞ୍ଚାୟତ ମହୁଲ ପାଟଣା ଗ୍ରାମର ମାଁ ଡୋକରୀ ଦେବୀ ଙ୍କ ଦଶହରା ପୂଜା ସମ୍ପନ୍ନ ହୋଇ ଯାଇଛି l ପ୍ରତି ବର୍ଷ ଭୋଳି ଚଳିତ ବର୍ଷ ବହୁ ଆଡମ୍ବର ରେ ପାଳିତ ହୋଇଛି l ଏଥିରେ ଅନେକ ଦୂର ଦୂରାନ୍ତର ମାଁ ଡୋକରୀ ଦେବୀ ଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ର ଭିଡ଼ ଯୋମୀ ଥିଲା l ଏହି ଦଶହରା ପ୍ରତି ବର୍ଷ କୁ ଥରେ ହୋଇଥାଏ l ରାତିରେ ଦର୍ଶକ ଓ ଭକ୍ତ ମାନଙ୍କ ମନରଞ୍ଜନ ପାଇଁ ସଂକୃତି କାର୍ଯ୍ୟକ୍ରମ ହୋଇ ଥିଲା l ଅନ୍ୟ ପକ୍ଷ ରେ ମନ୍ଦିର ରେ ଅନେକ ପୁରୁଷ ମହିଳା ଦେବୀ ଖେଳ କର ନୃତ୍ୟ କରିଥିବା ବେଳେ ବଜା ଏବଂ ସାଉଣ୍ଡ ସେଟ ରେ ଗ୍ରାମ କମ୍ପିଉଥିଲା l ମାଁ ଙ୍କ ଅପାର ଅଖଣ୍ଡ ତାକୁ ଆମେ କଣ କହିବୁ ତାହା ଆପଣ ମାନେ ଜାଣିଛନ୍ତି l ଶାନ୍ତି ଶୃଙ୍ଖଲା ରେ ଶୁଦ୍ଧୃଡ଼ ଭାବରେ ସମ୍ପନ୍ନ ହୋଇ ଥିଲା ଏବଂ ଭକ୍ତ ଖୁସି ରେ ନିଜ ନିଜ ଘରକୁ ଫେରି ଯାଇଥିଲେ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ