କୁରୁକ୍ଷେତ୍ର ନାୟକ NAC ନିର୍ବାହୀ ଅଧିକାରୀ ଭାବରେ ଯୋଗଦାନ

Jul 23, 2026 - 05:27
 0  5
କୁରୁକ୍ଷେତ୍ର ନାୟକ NAC ନିର୍ବାହୀ ଅଧିକାରୀ ଭାବରେ ଯୋଗଦାନ

ଆଜି ଖରିଆର ରୋଡ NAC ନିର୍ବାହୀ ଅଧିକାରୀ ଭାବରେ କୁରୁକ୍ଷେତ୍ର ନାୟକ ଯୋଗଦାନ କରିଥିବାବେଳେ ପୂର୍ବରୁ କାର୍ଯ୍ୟରତ ନିର୍ବାହୀ ଅଧିକାରୀ କମଳାସନ ରଥ ଦେବଗଡ Municipality ନିର୍ବାହୀ ଅଧିକାରୀ ଭାବରେ ଯୋଗଦାନ କରିଛନ୍ତି । ଏହି ଅବସରରେ ଖରିଆରରୋଡ NAC chairman ସୋନିଆ ଗୋଲଡି ଅଗ୍ରୱାଲ ଦୁଇଜଣ ନିର୍ବାହୀ ଅଧିକାରୀ ଙ୍କୁ ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ