କଂଗ୍ରେସ କର୍ମୀ ସୋମ୍ମିଲନି

Jun 25, 2026 - 06:57
 0  124
କଂଗ୍ରେସ କର୍ମୀ ସୋମ୍ମିଲନି

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ମିନି ଷ୍ଟାଡିୟମ ଠାରେ ବ୍ଲକ ସଭାପତି ଅର୍ଜୁନ ବାଙ୍କାଙ୍କ ନେତୃତ୍ୱ ରେ ଏକ ଵିଶାଲ କଂଗ୍ରେସ କର୍ମୀ ସୋମ୍ମିଲନି ଅନୁଷ୍ଠିତ ହୋଇ ଥିଲା. ମୁଖ୍ୟ ଅତିଥି ଭାବେ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଯୋଗଦେଇ ସଭା କାର୍ଯ୍ୟ କୁ ଶୁଭାରମ୍ଭ କରିଥିଲେ. ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଉଦେଶ୍ୟ ଥିଲା ଆସନ୍ତା ପଞ୍ଚାୟତ ନିର୍ବାଚନରେ କିପରି ସରପଞ୍ଚ, ୱାର୍ଡ ମେମ୍ବର, ସମିତି ସଭ୍ୟ ବିଜୟ ହେବେ ତା ଉପରେ ରାମଚନ୍ଦ୍ର କାଡାମ ଅଭି ଭାଷଣରେ ବିଜେପି ସାଧାରଣ ଜନତାଙ୍କୁ 300 ୟୁନିଟ ବିଜୁଳି ମାଗଣା ଦେବା, ବୃଦ୍ଧ, ବିଧବା ଭର୍ତ୍ତା, ନ ଦେଇପାରିବା ପେସା ରୁଲସ କଥା କହିବା, ଚାକିରୀ ଦୁଇ କୋଟି ଦେବା ହେଇପାରିଲାନି, ସାଡେ ଚାରି କୋଟି ରେ ଦୁଇ କୋଟି ମାମାନେ ଶୁଭଦ୍ରା ଯୋଜନା ଠିକ ରେ ମିଳୁନଥିବା ପ୍ରଧାନ ମନ୍ତ୍ରୀ, ଓ ମୁଖ୍ୟ ମନ୍ତ୍ରୀ ମିଥ୍ୟ ବାଦି ତେଣୁ ଆମେ ଏକ ହୈ ଜନତା ପାଇ କାମ କରିବା ସମସ୍ୟା ଦୂର କରିବା, ଗାଁ ର ସମସ୍ୟା କୁ ଦୂର କରିବା ତେବେ ଆଗାମୀ ଦିନରେ ପଞ୍ଚାୟତ ରେ ଆମେ ବିଜୟ ସୁନିଶ୍ଚିତ ହେବା ବୋଲି ରାମଚନ୍ଦ୍ର କାଡାମ ମତ ରଖି ଥିଲେ, ଏହି କାର୍ଯ୍ୟକ୍ରମ ରେ ବହୁତ ସଂଖ୍ୟକ କର୍ମୀ ସମର୍ତକ ନେତୃ ବୃନ୍ଧ ଯୋଗ ଦେଇଥିଲେ. ଏହା ସହ . ସଭାରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରୂପକ ତୁରୁକ ବ୍ଲକ କଂଗ୍ରେସ ରେ ଭିଭନ୍ନ ପଦାଧିକାରୀ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ର କର୍ମ କର୍ତ୍ତା ଏବଂ ବହୁତ ସଂଖ୍ୟକ କର୍ମୀ ଓ ସମର୍ତ୍ତକ ଉପସ୍ଥିତ ଥିଲେ. ବର୍ତ୍ତମାନ ସୋଭାରେ ବିଜେଡି ର 24 ବର୍ଷର ଶାସନ କାଳ ଓ ବିଜେପି ର ଦୁଇ ବର୍ଷ ର ଶାସନ ଉପରେ ସମାଲୋଚନା କରି ଭିଭିନ୍ନ ଯୋଜନା ରେ ଦୁର୍ନୀତି ହଇଥିବା ଅଭିଯୋଗ ଉଠାଇ ଥିଲେ. ସେମାନଙ୍କୁ କହିବା ଅନୁସାରେ ଉନ୍ମୋୟନ ନାମରେ ବିନାଶ କରାଯାଇଛି. ଏବଂ ବର୍ତ୍ତମାନ ର ବିଧାୟକଙ୍କ ଲୋକ ପ୍ରିୟତାକୁ ସହିନପାରି ବିରୋଧୀ ଦଳ ଭିତ୍ତି ହୀନ ଅଭିଯୋଗବି କରୁଛି. ସୋମ୍ମିଲୋନୀରେ ସୋଭାରେ ବ୍ଲକ ସଭାପତି ଅର୍ଜୁନ ବାଙ୍କା ସାଂସଦ ପ୍ରତି ନିଧି, ଶୂକ୍ରା ଖରା,ବିଧାୟକ ପ୍ରତି ନିଧି, ଗୁପ୍ତ ଶଙ୍କର ପଟ୍ଟନାୟକ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଜିଲ୍ଲା ପୋରିଷୋଦ ସଦସ୍ୟ ଏବଂ ବହୁତ ସଂଖ୍ୟରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ. ଏବଂ ନୂତନ ଭାବେ ପଟ୍ଟାଙ୍ଗି ବ୍ଲକ କମିଟି ଗଠନ କୋରିଥଲେ. କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ