ସିଏମ କିଷାନ ହିତାଧିକାରୀଙ୍କ ପାଇଁ ବଡ ସୂଚନା

Feb 2, 2026 - 16:18
 0  2
ସିଏମ କିଷାନ ହିତାଧିକାରୀଙ୍କ ପାଇଁ ବଡ ସୂଚନା

ସିଏମ କିଷାନ ଯୋଜନାର ବାଦ୍ୟତା ମୂଳକ ଆବଶ୍ୟକତା ଗୁଡିକ ପୂରଣ କରିନଥିବା ହିତାଧିକାରୀଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ ସୂଚନା ଜାରି କଲେ ରାଜ୍ୟସରକାର ଆସନ୍ତା ୨୮ ପେବୃଆରୀ ୨୦୨୬. ରେ ହେଉଛି ପଞ୍ଜିକରଣର ଶେଷ ତାରିଖ. ଏହି ତାରିଖ ମଧ୍ୟରେ ପଞ୍ଜିକରଣ ନକଲେ ହିତାଧିକାରୀ ଏହି ଯୋଜନାରୁ ବାଦ ପଡିପାରନ୍ତି l ବ୍ୟାଙ୍କ ଖାତା ସହିତ ଆଧାର ସଂଯୋଗୀକରଣ, କୃଷକ ଓଡିଶା ପୋର୍ଟାଲ ରେ ପଞ୍ଜିକରଣ ଭରି ଆବଶ୍ୟକତା ଗୁଡିକ ପୂରଣ କରିବାକୁ ହେବ l ଆଧାର ଲିଙ୍କ ଥିବା ମୋବାଇଲ ନମ୍ବର ଜରିଆରେ ଇ.କେ.ୱାଇ.ସି ସହିତ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ବ୍ୟକ୍ତିଗତ ସ୍ତରରେ ସିଏମ କିଷାନ ପୋର୍ଟାଲରେ ପଞ୍ଜିକରଣ କରାଇ ନିଅନ୍ତୁ l ଅଧିକ ସୂଚନା ପାଇଁ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା କୃଷି ସମୃଦ୍ଧି ହେଲ୍ପଲାଇନ ନମ୍ବର ୧୫୫୩୩୩ ରେ ଯୋଗାଯୋଗ କରନ୍ତୁ l

ବନ୍ଧୁଗାଁ ରୁ ମଣ୍ଡଳ ମିଣିଆକା ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ