ନାଗେଶ୍ୱରୀ ପାହାଡ଼ ଆଦାନୀ କମ୍ପାନୀର ଲିଜ ବାତିଲ ୪ ଟି ପଞ୍ଚାୟତ ବାସୀ ଏକତ୍ରିତ ।।

ନାଗେଶ୍ୱରୀ ପାହାଡ଼ ଆଦାନୀ କମ୍ପାନୀର ଲିଜ ବାତିଲ ୪ଟି ପଞ୍ଚାୟତ ବାସୀ ଏକତ୍ରିତ ।।

Mar 23, 2023 - 17:18
 0  191
ନାଗେଶ୍ୱରୀ ପାହାଡ଼ ଆଦାନୀ  କମ୍ପାନୀର ଲିଜ ବାତିଲ ୪ ଟି ପଞ୍ଚାୟତ ବାସୀ ଏକତ୍ରିତ ।।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବାଲଡା ନାଗେଶ୍ୱରୀ ପାହାଡ଼ର ଖଣି ଖନନ ପାଇଁ ଆଦାନୀ କମ୍ପାନୀର ଲିଜ ବାତିଲ କରିବା ଓ ଏକ ଦର୍ଶନୀୟ ସ୍ଥାନ ରୂପେ ମାନ୍ୟତା ପାଇଥିବା ପାହାଡ଼କୁ ଏ ଓଡିଶା ସରକାର ଖଣିଖନନ କରିବାକୁ ଅନୁମତି ଦେଇଥିବାରୁ ଆଜି ଚାରି ଗୋଟି ପଞ୍ଚାୟତର ପାଞ୍ଚ ହଜାରରୁ ଉର୍ଦ୍ଧ ଲୋକ ଆସି ଖଣି ଖନନକୁ ଘର ବିରୋଧ କରିଥିବାବେଳେ ଆଗାମୀ 2024 ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀମାନ ଚୈତନ୍ୟ ନନ୍ଦିବାଲି ଜଗଦେଇ ଥିଲେ l ସେ କହିଲେ ଯେତେ ଦିନ ଯାଏ ବଞ୍ଚିଛୁ ଆମେ ଲଡେଇ କରିବା ଗୋଟିଏ ମୁଠା ମାଠି କମ୍ପାନୀ କୁ ଦେଵାନାହିଁ ବୋଲି କହିଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ