।। ବଡ କର୍ଲାକୋଟ ପଞ୍ଚାୟତର ଜିଆରଏସ ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ।।

Nov 23, 2023 - 15:24
 0  2.3k
।। ବଡ କର୍ଲାକୋଟ ପଞ୍ଚାୟତର ଜିଆରଏସ ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ କର୍ଲାକୋଟ ଗ୍ରାମପଞ୍ଚାୟତର ଜିଆରଏସ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଜଣାପଡିଛି ଯେ, ଏମଜିଏନଆର ଇଜିଏସ କାମ ଦେବାନେଇ ବାବୁଲି ହରିଜନଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚମାଗିଥିଲେ, ଜିଆରଏସ ମାର୍ଗାରେଟ ପାଣିଗ୍ରାହୀ ଙ୍କ କହିବାନୁଯାୟୀ ଆଜି ତା ୨୩/୧୧/୨୦୨୩ ରିଖ ଦିନ ଅପରାହ୍ନ ସମୟରେ ବାବୁଲି ହରିଜନ ତାଙ୍କ ଘରକୁ ଯାଇ ୧୫୦୦୦ ଟଙ୍କା ଲାଞ୍ଚ ଦେବା ସମୟରେ ଭିଜିଲାନ୍ସ ଟିମ୍ ମାଡିବସିଥିଲା। ଟଙ୍କା ସହିତ ଜିଆରଏସଙ୍କୁ କାବୁ କରି ତାଙ୍କ ଠାରୁ ଟଙ୍କା ସହିତ ଗିରଫ କରି ଭବାନୀପାଟଣା ଭିଜିଲାନ୍ସ ନେଇଥିବା ଜଣାପଡିଛି।ଏ ନେଇ କରାପୁଟ ଭିଜିଲାନ୍ସ ପି. ଏସ. କେସ ନମମ୍ବର 36,22/11/2023 ୟୁ. /ଏସ. 7ପି, ସି. Amendment Act. 2018 ଅନୁଯାଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରିବା ର ଜଣାପଡୁଛି l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 7
Dislike Dislike 0
Love Love 3
Funny Funny 2
Angry Angry 0
Sad Sad 7
Wow Wow 6
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ