।। ଓଏଏସରେ କୃତକାର୍ଯ୍ୟ ଛାତ୍ରକୁ ସମ୍ବର୍ଦ୍ଧନା ।।

Oct 22, 2024 - 16:03
 0  192
।। ଓଏଏସରେ କୃତକାର୍ଯ୍ୟ ଛାତ୍ରକୁ ସମ୍ବର୍ଦ୍ଧନା ।।

ବରୀ,ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବରୀ ପଂୟୟତ ଉତ୍ତର ବରୀ ଗ୍ରାମର ବିଶ୍ଵ ରଞ୍ଜନ ପୁହାଣଙ୍କ ପୁଅ ଅରମାନ ଦେବ ପୁହାଣ ଓଏ ଏସ ପରୀକ୍ଷାରେ ୩୬୫ ନମ୍‌ ସ୍ଥାନରେ ରହି କୃତକାର୍ଯ୍ୟ ও ହୋଇଥୁବାରୁ ତାଙ୍କୁ ଆଜି ଆଜି ବରୀ ସରପଞ୍ଚ ସୋନାଲି ସିଂ ତାଙ୍କ ବାସ ଭବନରେ । ପହଂଚି ପୁଷ୍ପଗୁଛ [ଛ ଓ ଉତ ଉତ୍ତରୀୟ ଦେଇ ସମ୍ବନ୍ଧିତ କରିଥୁବା ଦେଖ‌ିବାକୁ ମିଳିଛି। ଛି। ସୂଚନା ସୂଚ ମୁତାବକ କୃତକାର୍ଯ୍ୟ ହୋଇଥିବା ଶ୍ରୀ ପୁହାଣ ଏସ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁହ‌ଛୁଟିଛି। ଆଜିର ଏହି ସମ୍ବନ୍ଧିତ ସମୟରେ ସୁବାସିନି ସ୍ଵାଇଁ ସମାଜସେବୀ ମନୋଜ ସିଂ, ରଞ୍ଜନ କୁମାର ଜେନା, ପ୍ରକାଶ ମଲ୍ଲିକ, ସଂଗ୍ରାମ ସାହୁ, ଚିତରଞ୍ଜନ ସାହୁ, ମାନସ ରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ଥୂଳେ ଥିଲେ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ