।। ସମ୍ଭାବ୍ୟ ବାତ୍ୟା‘ଦାନା’କୁ ନେଇ ବ୍ଲକ ପ୍ରଶାସନ ତତ୍ପର ।।

Oct 22, 2024 - 17:10
 0  72
।। ସମ୍ଭାବ୍ୟ ବାତ୍ୟା‘ଦାନା’କୁ ନେଇ ବ୍ଲକ ପ୍ରଶାସନ ତତ୍ପର ।।

ସାମ୍ଭବ୍ୟ ବାତ୍ୟା ‘ଦାନା’କୁ ନେଇ ଯାଜପୁର ଜିଲା ବରୀ ବ୍ଲକ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ବରୀ ବ୍ଲକ ଅଧୀ ଅଧୀନ ୭ ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ଅମଠପୁର, ପୁର,ଶେରପୁର, ସୂ ଦ ନ ପୁ ର ଭ ଅଁ ରା ମ ଧୁ ସୂ ଦ ନ ପଞ୍ଚାୟତରେ ଗୋଟିଏ ଲେଖାଏଁ ବାତ୍ୟା ଆଶ୍ରୟସ୍ଥଳୀ ଥିବା ବେଳେ ଉଦୟନାଥପୁର ପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ସମ୍ଭାବ୍ୟ ବାତ୍ୟା ଯାଜପୁର ଜିଲା ଉପରେ ପ୍ରଭାବ ପକାଇବାର ଆଶଙ୍କ ଙ୍କା ଥିବାରୁ ବରୀ ବ୍ଲକ ପ୍ରଶାସନ ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ପଞ୍ଚାୟତ ।ୟତ ଦାୟିତ୍ଵରେ ଥ୍ ଥୁବା ଅକାର ରୀମାନେ ଯୋଗଦେଇଥ୍ ଥିଲେ। ବାତ୍ୟାର ର ମୁକାବିଲା ପାଇଁ ସମସ୍ତେ ସ୍ତେ ସଜାଗ ରହି ରହି ନିଜ କାମ ଠିକ୍ ଭାବେ ସମ୍ପାଦନ ଦନ କରିବାକୁ ବରୀ ମଣ୍ଡଳ ଉନ୍ନୟନ ଅକା କାରୀ ପଞ୍ଚାନନ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ବାତ୍ୟାରେ ଅକ ପ୍ରଭାବିତ ହେ ହେବାକୁ ଥ‌ିବା ଥୁବା ବିଭିନ୍ନ ରାଜସ୍ବ ଗ୍ରାମଗୁଡ଼ିକୁ ଚିହ୍ନଟ କରିବା ସହିତ ସେହି ଗ୍ରାମର ଲୋକମାନେ ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥ‌ିପ୍ରତି ଗୁରୁତ୍ଵ ଦେବାକୁ ବିଡିଓ କହିଥିଲେ । ବାତ୍ୟାରେ ଯେଭଳି କୌଣସି ମୃତାହତ ନ ଘଟେ ସେ କ୍ଷେତ୍ରରେ ପ୍ରଶାସନ ତରଫରୁ ଅକ ଗୁରୁତ୍ଵ ଦିଆଯାଇଛି। ଏହି ବୈଠକରେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସମେତ ଅତିରିକ୍ତ ବିଡ଼ିଓ ମହେଶ୍ୱର ସେଠୀ, ଜିପିଓ ଲାକ୍ଷ୍ମୀକାନ୍ତ ମହାରଣା, ସହକାରୀ ଯନ୍ତ୍ରୀ ସନ୍ଦୀପ ଦାସ, ମୁଖ୍ୟ କିରାଣୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକକାରୀମାନେ ଉପସ୍ଥିତ ଥିଲେ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ