ମୁଶୁରି ପଡ଼ା ବିଦ୍ୟାଳୟରେ ଗଣେଶ ପୂଜା ପାଳନ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ମୁଶୁରି ପଡ଼ା ପ୍ରାଥମିକ ବିଦ୍ୟାଳୟ ଠାରେ ଶ୍ରୀଶ୍ରୀ ଗଣପତି ବାବାଙ୍କ ପୂଜା ଅର୍ଚ୍ଚନା ବହୁତ୍ ଧୁମ୍ ଧାମ ରେ ପାଲନ କଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା ଗ୍ରାମର ଭଦ୍ର ବ୍ୟକ୍ତି ଙ୍କୁ ଓ ଅନନ୍ୟ ଲୋକଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ ପୂଜାରମ୍ବ ହେଇଥିଲା ସକାଳ 9ଘଣ୍ଟା ସମୟରେ ଓ ପୁଷ୍ପାଞ୍ଜଳି ଅର୍ପଣ ସକାଳ 9,30 ରେ ଓ ପ୍ରସାଦ ସେବନ କରିଥିଲେ ଦିନ 10 ଘଣ୍ଟା ସମୟରେ ସବୁବର୍ଷ ଭଳି ଏ ବର୍ଷ ଅତି ସୁନ୍ଦର ଭାବରେ ପୂଜା ଅର୍ଚ୍ଚନା କରିଥିଲେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ମୋନରେ ବହୁତ୍ ଖୁସି ଦେଖିବାକୁ ମିଳିଥିଲା ତାହା ସହିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ପ୍ରଫୁଲ୍ଲ କୁମାର ବେହେରା ଗ୍ରାମର ଭଦ୍ର ବ୍ୟକ୍ତି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
କଳାହାଣ୍ଡି ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ ଫାଷ୍ଟ News ଓଡ଼ିଶା
What's Your Reaction?






