18 ତମ ରୋୟାଲ କପ କ୍ରିକେଟ ଚାମ୍ପିୟନସିପ ଉଦଯାପିତ

Jan 21, 2025 - 20:06
 0  11
18 ତମ ରୋୟାଲ କପ କ୍ରିକେଟ ଚାମ୍ପିୟନସିପ ଉଦଯାପିତ

ନୂଆପଡା ଜିଲ୍ଲା କୋମନା ବ୍ଲକ ଗନିଆରୀ ରୋୟାଲ କ୍ଳବ ଦ୍ୱାରା 18 ତମ ରୋୟାଲ କପ କ୍ରିକେଟ ଚାମ୍ପିୟନସିପ ଉଦଯାପିତ ହୋଇଯାଇଛି.ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଢ଼ୀ , ସମ୍ମାନିତ ଅତିଥି ରୂପେ ଶ୍ରୀ ରବି ମଙ୍ଗରାଜ , ମାନିଗୁଡା ସରପଞ୍ଚ ଶ୍ରୀଯୁକ୍ତ ଯୋଗେନ୍ଦ୍ର ବାଗ, ଗାଁ ୱାର୍ଡ ମେମ୍ବର ପିତାମ୍ବର ଅଦା, ଗିରିଧାରୀ ଧରୁଆ,କେଶବ ହଂସ ଓ ଯଶବନ୍ତ ହଂସ, ପରମେଶ୍ୱର ହଂସ,ପର୍ଶୁ ନାଗ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ । ଉଦଯାପନୀ ମ୍ୟାଚ ମ୍ୟାଚ ଘୋଟସର ଓ ଝିଲମିଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପ୍ରଥମେ ଘୋଟସର ଦଳ ବ୍ୟାଟିଙ୍ଗ କରି ନିର୍ଧାରିତ 12 ଓବର ରେ 6 wicket ବିନିମୟରେ 141 ର ସଂଘ୍ର କରିଥିଲେ ଜବାବ ରେ ଝିଲମିଲା ଦଳ 12 ଓଭର 9 wicket ବିନି ମୟରେ 78 ରନ ସଂଘ୍ର କରି ହାରୀ ଯାଇଥିଲେ .ଧାରା ବିବରଣୀ ମୋହନ ହଂସ ଓ ସାବନ ହୋତା, ସ୍କୋରର ଦୀପକ ବାଗ, ଆମ୍ପୟାର କୁନା ହୋତା, ପ୍ରବେଶ ନାଗ ରୋୟାଲ କ୍ଳବ ସଦସ୍ୟ ଥୟରାମ ହଂସ, ଟିକେଶ୍ୱର ହଂସ,କୈଶପ ସଗରିଆ, ରୁଦ୍ର ହଂସ,ସହଦେଵ ଥପା, କୃଷ୍ଣ ବେମାଲ, ଧ୍ରୁବ ହଂସ, ଦଶମୁ ବେମାଲ, ଯଶୋବନ୍ତ ହଂସ, ନିକୁ ବାଗ, ଆର୍ଯ୍ୟନ ବାଗ, କୈଳାଶ ଧରୁଆ ପ୍ରମୁଖ ସହଯୋଗ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ