।। ଭିଜିଲାନ୍ସ ଜାଲରେ ଧରାପଡିଲେ କଲେଜ୍ ଅଧ୍ୟକ୍ଷ ।।

ସରକାରୀ ଉଚ୍ଚ ମାଧ୍ୟମିକ +2 ବିଜ୍ଞାନ ବିଦ୍ୟାଳୟ ଗୋପାଳପୁର କଲେଜ ଅଧ୍ୟକ୍ଷଙ୍କ ନବିନ କୁମାର ସାହୁ ଜଣେ ଛାତ୍ରୀ ଙ୍କ ମାଁ ଠାରୁ କଲେଜରେ ନାମ ଲେଖେଇବା ବାବଦକୁ 10 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ଛନ୍ତି ।
ଭବାନୀ ପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






