ଥିଆମୂଳ ରାମପୁର ବ୍ଲକ ବି,ଜେ,ଡି ଦଳ ତରଫରୁ ପ୍ରେସ ମିଟ

Sep 17, 2023 - 15:42
 0  19
ଥିଆମୂଳ ରାମପୁର ବ୍ଲକ ବି,ଜେ,ଡି ଦଳ ତରଫରୁ ପ୍ରେସ ମିଟ

କଳା ହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଲକ ବି,ଜେ,ଡି ଦଳ ସଭାପତି ଶ୍ରୀଯୁକ୍ତ କପିଳାସ ନାଏକ ଙ୍କ ଅଧ୍ୟକ୍ଷତାରେ ଆଦିବାସି ଭବନ ଠାରେ ସିଯିମାଲି ମୈତ୍ରୀ କମ୍ପାନୀ କୁ ନେଇ ଓ ପ୍ରଫୁଲ୍ଲ ସାମନ୍ତରାୟ ବିସ୍ଥାପିତ ଗ୍ରାମର ନିରୀହ ଆଦିବାସି କୁ ଆନ୍ଦଳନ କରିବାକୁ ପ୍ରବର୍ତ୍ତାଇ ନିଜ ସ୍ବାର୍ଥରେ ପାଇଁ ଆଦିବାସୀ ମାନଙ୍କ ସରାଲତା ଦେଖି ଭକୁଆ ବନାଇ ଉସୁକାଉଥିବା ଜଣାପଡିଛି।

ଏହି ବ୍ୟକ୍ତି କେବେହେଲେ ଏହି ଅଞ୍ଚଳ ଆସି ବନ୍ୟା ବାତ୍ୟା କିବା ଦାଦନ ,ରାସ୍ତା , ନାନା ରଗରେ ଆକ୍ରାନ୍ତ ସମୟରେ ଆସି ଆନ୍ଦୋଳନ କରୁନଥିଲେ । ବର୍ତମାନ କେଉଁ ସ୍ୟାର୍ଥରେ ଆଦିବାସୀଙ୍କୁ ଭକୁଆ କରୁଛନ୍ତି ବଳି ପ୍ରକାଶ କରିଛନ୍ତି।ଶ୍ରୀ ସାମନ୍ତରାୟ ଙ୍କ ବିରୋଧରେ ଦଳ ତରଫରୁ ଏକ ପ୍ରେସ ମୀଟ କରାଯାଇଥିଲା।

ଏଥିରେ ଏମ, ଏଲ , ଏ ପ୍ରତିନିଧି ଶ୍ରୀଯୁକ୍ତ ମାଣିକ୍ୟ ଚନ୍ଦ୍ର ନାୟକ , ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଦୟାନିଧି ମାଝୀ, ଉପାଧକ୍ଷା ଶ୍ରୀମତୀ ଜୟନ୍ତୀ ମାଝୀ ,ଜିଲ୍ଲାପରିଷଦ ଅଧକ୍ଷା ଶ୍ରିମତିପ୍ରମିଲା ମାଝୀ, ପୂର୍ବତନ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରଧାନି, ଯୁବସଭାପତି ଶ୍ରୀଯୁକ୍ତ ସୁଜାନ ନାଏକ, ଫଟୁସିଂ ଭୋଇ, ବିଶିକେନ୍ ଦୁରିଆ , ,ଶୁଭମ୍ ନାଏକ, ଆଦି ସ୍କନ୍ଦ ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର ମାଝୀ, ପୂର୍ବତନ ଆଦିବାସି ସମାଜ ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ମାଝୀ, ଉପସ୍ଥିତି ଥିଲେ। ପ୍ରେସ ମିଟ୍ ରେ ପ୍ରକାଶ କରିଛନ୍ତି ଜେ ଆମ ମାଟି, ଆମ ଜଙ୍ଗଲ କୁ ଆମେ ଦାୟୀ। ଆମକୁ ବିକାଶ ଦରକାର । ଆମ ବିସ୍ଥାପିତ ଅଞ୍ଚଳ କୁ ଆସି ପ୍ରଫୁଲ୍ଲ ସାମନ୍ତରାୟ ଙ୍କ ଭଳିଆ ଓ ଅନ୍ୟ ବାହାର ଦଲାଲ କୁ ପସେଇଦେବୁନାହି କହି ପ୍ରେସ ମିଟର ପ୍ରକାଶ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ