ବିଜୁ ଜନତା ଦଳର ବଡ ଆକ୍ସନ: ଦଳ ବିରୋଧୀ କାର୍ଯ୍ୟ ପାଇଁ ମାଲକାନଗିରିର ପଡିଆ ବ୍ଲକ ପୂର୍ବତନ ସଭାପତି ନିଲମ୍ବିତ
ମାଲକାନଗିରି,୧୯ /୧୦ /୨୬: ବିଜୁ ଜନତା ଦଳ ଆଜି ଦଳ ଦଳ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିବା ହେତୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଶଙ୍ଖ ଭବନ ପକ୍ଷରୁ ଜାରି ହୋଇଥିବା ଏକ କାର୍ଯ୍ୟାଳୟ ଆଦେଶ (No: 16/10/SB/BJD/2026) ଅନୁସାରେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ପୂର୍ବତ୍ତନ ବିଜେଡି ବ୍ଲକ ସଭାପତି ଶ୍ରୀ ଚିନମ୍ ରାବିଟ୍ କୁମାର ଙ୍କୁ ତୁରନ୍ତ ବିଜୁ ଜନତା ଦଳରୁ ନିଲମ୍ବନ କରାଯାଇଛି। ଏହି ଆଦେଶ ମାନ୍ୟବର ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଜାରି କରାଯାଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0