।। ଗନ୍ଧମାର୍ଦ୍ଧନ ପାର୍ବତ୍ୟାଞ୍ଚଳକୁ ମିଳିଲା ଓଡ଼ିଶାର ତୃତୀୟ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ।।
ଗନ୍ଧମାର୍ଦ୍ଧନ ପାର୍ବତ୍ୟାଞ୍ଚଳକୁ ମିଳିଲା ଓଡ଼ିଶାର ତୃତୀୟ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା l ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଗନ୍ଧମାର୍ଦ୍ଧନ ପର୍ବତର ୧୯୦ ବର୍ଗ କିଲୋମିଟର ଅଞ୍ଚଳକୁ ଏହି ଜୈବବିବିଧତା ଐତିହ୍ୟସ୍ଥଳୀରେ ଅନ୍ତର୍ଭୁକ୍ତ କରାଯାଇଛି।ଏନେଇ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆସିଲା ସୂଚନା l
What's Your Reaction?
Like
1
Dislike
0
Love
1
Funny
0
Angry
0
Sad
0
Wow
1