ପଥଚାରୀ ତଥା ମନ୍ଦିର କୁ ଆସୁଥିବା ଭକ୍ତ ମାନେ କିପରି ପାନୀୟ ଜଳ ବ୍ୟବହାର କରିବେ ସେଥିପାଇଁ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ
ରାସ୍ତାରେ ଯାଉଥିବା ପଥଚାରୀ ତଥା ମନ୍ଦିର କୁ ଆସୁଥିବା ଭକ୍ତ ମାନେ କିପରି ପାନୀୟ ଜଳ ବ୍ୟବହାର କରିବେ ସେଥିପାଇଁ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ, ୱାଟକୋ ବିଭାଗ ର ତତ୍ପରତା ରେ ଆମ ୱାର୍ଡ ରେ ମା ତାରିଣୀ ମନ୍ଦିର ପ୍ରାଙ୍ଗଣ ରେ ଏକ ପାନୀୟ ଜଳ ପ୍ରକଳ୍ପ_୧ ର କାମ ଆରମ୍ଭ ହେଲା, ଆଜି ମହାନଗର ନିଗମର ମୁଖ୍ୟ ଯନ୍ତ୍ରୀ,ବିଭାଗୀୟ ଯନ୍ତ୍ରୀ ମାନେ ଉପସ୍ଥିତ ରହି କାମ ର ସ୍ଥିତି ଅନୁଧ୍ୟାନ କରିଥିଲେ ଧନ୍ୟବାଦ୍ ମାନ୍ୟବର ମୁଖ୍ୟମନ୍ତ୍ରୀ ଧନ୍ୟବାଦ୍ ମାନ୍ୟବର ମନ୍ତ୍ରୀ ଶ୍ରଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ୍ ଆମ ପ୍ରିୟ କଟକ ସାଂସଦ ଭର୍ତ୍ତୃହରି ମହତାବ ଜି ଧନ୍ୟବାଦ୍ ମାନ୍ୟବର ବିଧାୟକ ପ୍ରକାଶ ଭାଇ ଧନ୍ୟବାଦ୍ ଆମ ଜିଲ୍ଲା ସଭାପତି ସୁକାନ୍ତ ଭାଇ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0