।। ବାଗଡିଆଣି ଗାଁ ର ବିରନା ମାଝୀଙ୍କ ମୃତ୍ୟୁ ପରିବାର କୁ ସୋମବେଦନା ଜଣାଇଲେ ଚାଞ୍ଚେର ।।

ଥୁଆମୂଳ ରାମପୁର ବ୍ଲକ ବାଗଡିଆଣି ଗ୍ରାମ ର ବିରନା ମାଝୀ 85 ବୟସ କୌଣସି ଏକ ରୋଗ ରେ ଆକ୍ରାନ୍ତ ଥାଇ ଗତ 16 ଫେବୃଆରୀ 2024ମସିହା ରଖି ଶୁକ୍ରବାର ଦିନ ହଠାତ ମୃତ୍ୟୁ ହେଲା l ଲାଞ୍ଜିଗଡ ବ୍ଲକ ବସନ୍ତ ପଡା ପଞ୍ଚାୟତର ସରପଞ୍ଚ ତଥା ଯୁବ ସମାଜ ସେବି ଶ୍ରୀ ଚାଞ୍ଚେର ମାଝୀ ମୃତ୍ୟୁ ଖବର ପାଇ ଦୁଃଖିତ ହୋଇ ଆଜି 17/02/2024ରିଖ ଶନିବାର ଦିନ ବାଗ ଡିଆଣି ଗାଁ ର ମୃତ୍ୟୁ ପରିବାର ପାଖରେ ଶ୍ରୀ ମାଝୀ ଯାଇ ତାଙ୍କ ସ୍ତ୍ରୀ ହିତାଦେଇ ମାଝୀ ଙ୍କୁ ସାକ୍ଷାତ କରି ସୋମବେଦନା ଜଣାଇ ଥିଲେ l ଏହିପରି ସମାଜ ସେବୀ ଙ୍କୁ ଆମ ଅଞ୍ଚଳ ରେ କେହି ନାହିଁ କି ଦେଖି ନ ଥିବା ଅଞ୍ଚଳ ଚର୍ଚ୍ଚା ବିଷୟ ପାଲଟିଛି l ଚାଞ୍ଚେର ମାଝୀଙ୍କୁ କଂଗ୍ରେସ ଛାଡିବାରୁ ଅଞ୍ଚଳ ରେ ଏକ ବଡ଼ ଝଟକା ଭଲି ବିଭିନ୍ନ ବୁଦ୍ଧି ଯିବି ମହଲ ଏବଂ ଥୁଆମୂଳ ରାମପୁର ବ୍ଲକର ଜନତା ଚର୍ଚ୍ଚା ହେଉଛି l
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






