।। କାୟାକଳ୍ପ ଟିମର ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ।।

Feb 17, 2024 - 22:14
 0  11
।।  କାୟାକଳ୍ପ ଟିମର ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସଦରମହୋକୁମା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ଟିମ୍ ପରିଦର୍ଶନ ଯାଇ ସେଠାକାର ବିଭିନ୍ନ ବିଭାଗକୁ ବୁଲି ବୁଲି ପରିଦର୍ଶନ କରିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯାହାସବୁ ଉପଲବ୍ଧ ଓ ସମସ୍ତ ବିଭାଗରେ ଯାହା ସବୁ କାର୍ଯ୍ୟକ୍ରମ ଚାଲିଛି ତାହା ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ସେମାନେ ସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। କାୟାକଳ୍ପ ଦଳଙ୍କ ପରିଦର୍ଶନ ସମୟରେ ଡାକ୍ତର ନିତିଜ୍ ଝା, ଜିଲ୍ଲା ଜିକେଏସ ସଂଯୋଜିକା ରୀତା ନାଏକ, ଡାକ୍ତର ନିହାରରଞ୍ଜନ ଠାକୁର ଫରମାସି ଅଫିସର ଶ୍ରୀ ସୁଧାଂଶୁ ଶେଖର ପଣ୍ଡା, ବିପିଏମ ଶ୍ରୀ ଦୀପକ ମାଝୀ, ପିଏଚଇଓ ଶ୍ରୀମତୀ ମମତା ସାହୁ ସମେତ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅନ୍ଯାନ୍ଯ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ