।। ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ରାଇଟ କେନାଲ ର HR ଗେଟ୍ ରେ ବୃଦ୍ଧ ବ୍ୟକ୍ତି ଙ୍କ ମୃତ ଦେହ ।।

Feb 17, 2024 - 20:22
 0  36
।। ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ରାଇଟ କେନାଲ ର HR ଗେଟ୍ ରେ ବୃଦ୍ଧ ବ୍ୟକ୍ତି ଙ୍କ ମୃତ ଦେହ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବହୁମୁଖୀ ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ରାଇଟ କେନାଲ ର HR ଗେଟ୍ ରେ ବୃଦ୍ଧ ବ୍ୟକ୍ତି ଙ୍କ ମୃତ ଦେହ ଭାସୁଥିବା ର ଦେଖିବାକୁ ମିଳିଛି। ସୂଚନା ରୁ ଯୋଗ୍ୟ ଯେ ମୁଖିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ପତି ଗୁଡ଼ା ଗ୍ରାମ ର କୁଞ୍ଜ ବିହାରୀ ସିଂ ବୟସ(53) ବୋଲି ଜଣାପଡିଛି। ସେ ଗତ କାଳି ଠୁ ନିଖୋଜ ଥିଲେ ଆଜି ତାଙ୍କ ମୃତ୍ୟୁ ଦେହ ମିଳିଛି।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ