।। ବରୀ ର ଗଣେଷ ପୂଜା ପାଳିତ ।।

ବରୀ ବ୍ଲକର ବିଭିନ୍ନ ସ୍ଥାନରେ ଯାକ ଯାକମରେ ଗଣେଶ ପୂଜା ଅନୁଷ୍ଠିତ ହୋଇ ଯାଇଛି ବରୀ୨୫ବର୍ଷରେ ୨୫ପ୍ରକାରର ମୂର୍ତ୍ତି ସହ ନେଉଳା ଗଣେଶ ପୂଜା ମଣ୍ଡପରେ ପୂଜା ପାଇଵେ ପ୍ରଭୁ ଶ୍ରୀ ଗଜାନନବରୀ ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇ ଯାଇଛି ନେଉଳା, ରମ୍ପା,ମଳଦା,କାଇପଡା.,ଅରଙ୍ଗାବାଦ,ଆନ୍ଦପୁର,ବରୀମାଉଣ୍ଡ,ରତଳାଙ୍ଗ,ବାଲିବିଲି ଚନ୍ଦନପୁରଅଙ୍ଗାଳ ବାଲିଆପାଳ ବାଲିଆ ,ଉଦୟନଥାପୁର ଅଟିରା ,କିମ୍ଭିରିଆପାଳ, ବାଇଁଶିରିଆ ,ଭଅଁରା ଗମ୍ମୁ, ମହାକାଳପଡ଼ା, ସେରପୁର, କୃଷ୍ଣନଗର, ଶ୍ରୀରାମପୁର, ମନ୍ଦାରି, ଅଣିକଣା ।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






