ଗ୍ରୀନ ପ୍ଲାଏଉଡ ରାଜେଶ ମିତ୍ତାଳ ପ୍ରକଳ୍ପ ରେ ଦୁଇ ପଞ୍ଚାୟତ ବାସୀ ଦେଲେ ସମର୍ଥନ,

Jan 11, 2025 - 17:06
 0  18
ଗ୍ରୀନ ପ୍ଲାଏଉଡ ରାଜେଶ ମିତ୍ତାଳ ପ୍ରକଳ୍ପ ରେ ଦୁଇ ପଞ୍ଚାୟତ ବାସୀ ଦେଲେ ସମର୍ଥନ,

ଅନ୍ତର୍ଗତ, ଦଳେଇଗୁଡ଼ା ଓ ପାକଝୋଲା ଗ୍ରାମ ପଂଚାୟତର ଅଧୀନରେ ଥିବା କାଡ଼ାମଗୁଡ଼ାଗ୍ରାମରେ ଦୁଇ ପଞ୍ଚଯାତ ବାସୀ ସତାଧିକ ଲୋକେ ଆଲଚନାରେ ଭାଗ ନେଇଥିଲେ. ଉକ୍ତ ବୈଠକ ରେ ପ୍ରତି ଗ୍ରାମରୁ ଜଣେ ଲେଖାଏ ନିଜନିଜର ମତ ସାବ୍ୟସ୍ତ କରିଥିଲେ. ତଥା ଶିକ୍ଷାର ଉନ୍ନତି, ସ୍ୱାସ୍ଥ୍ୟ ସେବା ପାନୀୟ ଜଳ ବ୍ୟବସ୍ଥା ରାସ୍ତା ଘାଟ ମରାମତି, ସ୍କୁଲ କଲେଜ, ପାରିପାର୍ଷିକ ଅଞ୍ଚଳର ଉନ୍ନତି କରଣ ରେ ସିଏସ ଆର ଅନୁଦାନ ବ୍ୟବ୍ୟସ୍ତା, 24 ଘଣ୍ଟା ଆମ୍ବୁଲାଏନ୍ସ ବ୍ୟବସ୍ଥା ଏବଂ ଅଞ୍ଚଳ ବାସୀଙ୍କ ରୋଜଗାର ନିମନ୍ତେ 70 ଭାଗ ନିଯୁକ୍ତି ଦେବା ଉପରେ ଗ୍ରାମ ବାସୀ ଦାବି ରଖିଥିଲେ. ପୁଣି ଗ୍ରାମ ବାସିଙ୍କ ସ୍ଥାପନାକୁ ଗ୍ରୀନ ପ୍ଲାଇଉଡ କମ୍ପାନୀର କୋତୃପକ୍ଷ ସହ ମତ ଦେଇଥିବା ଦଖିବାକୁ ମିଳିଛି. କମ୍ପାନୀ ର ପ୍ରତି ସୃତିକୁ କାର୍ଯ୍ୟ କାରି କୋରାନଯାଏ ଆଗାମୀଦିନ ରେ ଗ୍ରୀନ ପ୍ଲାଇଉଡ଼ କମ୍ପାନୀ କୁ ବିରୋଧ କରାଯିବ ବୋଳି ଗ୍ରାମ ବାସୀ କହିଛନ୍ତି. ଏବଂ ସେମିଲିଗୁଡା ତହସିଲ ଦାର ଦେବ ବ୍ରତକରାତୀ , ସେମିଲିଗୁଡା ବିଡ଼ିଓ ଜସ୍ମିନ ପ୍ରଧାନ, ଗ୍ରୀନ ପ୍ଲାଇଉଡ଼ ର ନଡାଲ ଅଧିକାରୀ ପି.କେ.ଦାସ, ଆରଆଇ , ବ୍ଲକ ଉପାଦକ୍ଷ ଶିବା ବାଙ୍ଗାରି, ପିଓ ଅଭିମନ୍ୟୁ ଖରା, ଦୋଳାଇଗୁଡ଼ା ସରପଞ୍ଚ ମହାଲକ୍ଷ୍ମୀ ଯାନୀ, ପାଖଝୋଲା ସରପଞ୍ଚ ପ୍ରତି ନିଧି ଲକ୍ସମନ କ୍ରିସାନି, କୋରାପୁଟିଆ ଜନସୁରକ୍ଷା ସଂଘ ସଭାପତି ଦାସିନନ୍ଦୀବାଲି, ହାଲ ବିସ୍ଥାପିତ ସଙ୍ଗର ସଭାପତି ତିଲୋଚନ ମୁଦୁଲି,ମାଂଗୁଡୁ ଜାନି, ଘାସିରାମ ସୁପିଆ , ମାଳିପର୍ବତ ସୁରକ୍ଷା ସମିତି ସଂଘ ସଭାପତି ବିଜୟ ଖିଲୋ ଙ୍କ ଉପସ୍ଥିତିରେ ଚୁକ୍ତି ନାମା କରି 60 ଏକର ଜାଗା ଚିହ୍ନଟ କରାଯାଇଥିଲା. ଏଥିରେ ପୁରୁଷ ମହିଳା ସମସ୍ତେ ଯୋଗ ଦେଇ ଶାନ୍ତିପୂର୍ଣ ଭାବେ ବୈଠକ ସମାପନ କରିଥିଲେ.

 କୋରାପୁଟ ରୁ ରୂପ ଖର ଙ୍କ ରିପୋର୍ଟ First news ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ