।। ଜାଲ ସାର୍ଟିଫିକେଟ ମାମଲାରେ ବିଜେଡ଼ି ନେତା ଗୌତମବୁଦ୍ଧ ଦାସଙ୍କ ପାତିକ୍ରିୟା ।।

Apr 11, 2023 - 19:18
 0  60
।। ଜାଲ ସାର୍ଟିଫିକେଟ ମାମଲାରେ ବିଜେଡ଼ି ନେତା ଗୌତମବୁଦ୍ଧ ଦାସଙ୍କ ପାତିକ୍ରିୟା ।।

ସବୁ ସ୍ପର୍ଶକାତର ଅପରାଧର ରାଜନିତୀକରଣ କରିବା ଓଡିଶା ବିଜେପିର ଗୋଟେ ଅଭ୍ୟାସରେ ପରିଣତ ହୋଇଗଲାଣି। ଗୋଲକ ମହାପାତ୍ର ଭଳି ନେତା ମାନେ ଘରେ ବସି ବସି ଶସ୍ତା ବଲିଉଡ ଫିଲ୍ମ ଦେଖୁଛନ୍ତି। ସେ ଶସ୍ତା ଫିଲ୍ମର କାହାଣୀକୁ ଦେଖି ଶସ୍ତା କାହାଣୀ ତିଆରି କରୁଛନ୍ତି!.ସେ ମନ ଗଡ଼ା କାହାଣୀକୁ ନେଇ ଗଣମାଧ୍ୟମ ଆଗରେ ଗପୁଛନ୍ତି। ପୂର୍ବରୁ ମଧ୍ୟ ରାଜ୍ୟର ଅନେକ ବିଜେପି ନେତାମାନେ ଏଭଳି ସ୍ପର୍ଶକାତର ମାମଲାରେ ମନଗଡ଼ା କାହାଣୀ ଗପିଛନ୍ତି। ବିନା ତଥ୍ୟ ପ୍ରମାଣରେ ଅରୁଚିକର ମନ୍ତବ୍ୟ ଦେଇଛନ୍ତି। ଆଜି ବି ବିଜେପି ନେତା କହିଛନ୍ତି। ମାତ୍ର ସଚେତନ ଓଡିଶାବାସୀ ସେ ସବୁ ଅରୁଚିକର ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି!.ରାଜନୀତିରେ ରୁଟି ସେକିବାକୁ ଚାହିଁଛନ୍ତି, ସେ ଯୋଜନା ଫେଲ ହୋଇଛି। ଗୋଲକ ବାବୁ ଜାଲ ସାର୍ଟିଫିକେଟ ମାମଲାରେ ଯାହା ପର୍ଦ୍ଧାଫାସ ହୋଇଛି ଓଡିଶା ପୋଲିସ କରିଛି , କୌଣସି କେନ୍ଦ୍ରୀୟ ତଦନ୍ତ କାରୀ ସଂସ୍ଥା ନୁହେଁ। ଏହି ମାମଲାରେ ଜଣକ ଜଣେ ପରେ ଠକକୁ ଓଡିଶା ପୋଲିସ ଗିରଫ କରିଛି!.ରାଜନୀତିରେ ରୁଟି ସେକିବାକୁ ଚାହିଁଛନ୍ତି, ସେ ଯୋଜନା ଫେଲ ହୋଇଛି। ଗୋଲକ ବାବୁ ଜାଲ ସାର୍ଟିଫିକେଟ ମାମଲାରେ ଯାହା ପର୍ଦ୍ଧାଫାସ ହୋଇଛି ଓଡିଶା ପୋଲିସ କରିଛି , କୌଣସି କେନ୍ଦ୍ରୀୟ ତଦନ୍ତ କାରୀ ସଂସ୍ଥା ନୁହେଁ। ଏହି ମାମଲାରେ ଜଣକ ଜଣେ ପରେ ଠକକୁ ଓଡିଶା ପୋଲିସ ଗିରଫ କରିଛି ।

What's Your Reaction?

Like Like 1
Dislike Dislike 1
Love Love 0
Funny Funny 0
Angry Angry 1
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ