।। ଏଲ ଜାମଗୁଡା ଗ୍ରାମ ରେ ଫୁସ ପର୍ବ ଆରମ୍ଭ ।।

Oct 21, 2023 - 12:08
 0  73
।। ଏଲ ଜାମଗୁଡା ଗ୍ରାମ ରେ ଫୁସ ପର୍ବ ଆରମ୍ଭ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବାଗଡିଆଣି ପଞ୍ଚାୟତ ଅଧିନସ୍ଥ ଏଲ ଜାମଗୁଡା ଗ୍ରାମ ର ଗ୍ରାମ ବାସୀ ଫୁସ ପର୍ବ ପାଇଁ ଆଜି ମାଁ ଠାକୁରାଣୀ ଗୁଡ଼ି ଜନଗହଳି ହୋଇ ଥିବା ଦେଖିବାକୁ ପାଇଲୁ l ଏଥିରେ ଦିଶାରୀ ଧନସିଂ ମାଝୀ, ଯାନୀ ସାନୁ ମାଝୀ, ରାପିୟା ଧନସିଂ ମାଝୀ,ୱାର୍ଡ ମେମ୍ବର. ଶ୍ରୀରାମ ନାଏକ, ବାଗଡିଆଣି ସମିତି ସଭ୍ୟ ଘାସିରାମ ମାଝୀ ଗାଁ ର ପର୍ବ କୁ ନେଇ ଅନେକ ଲୋକଙ୍କୁ ବୁଝା ସୁଝା କରିବା ସହ ଆଗକୁ ଫୁସ ପର୍ବ ରେ କେମିତି ଭଲ ହୋଇ ପାରିବ ତାହା ବୁଝାଇ ଥିଲେ l ଗ୍ରାମ ବାସୀ ପର୍ବ କୁ ନେଇ ବହୁ ଆନନ୍ଦର ସହ ପାରମ୍ପରିକ ବୀର ବାଦ୍ୟ ଶଲପନିଶାନ ରେ ଖୁସି ହୋଇ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ନୃତ୍ୟ କରୁଥିଲେ l ପରମ୍ପରା କୁ ନେଇ ବାର ମାସ ରେ ତେର ପର୍ବ ଆମର ବୋଲି ପ୍ରକାଶ କରିଥିଲେ l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ