ବାଲେଶ୍ଵର ରେ ଦୁଇ ନିରୀହ ଆଦିବାସୀ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

Jan 6, 2025 - 09:54
 0  22
ବାଲେଶ୍ଵର ରେ ଦୁଇ ନିରୀହ ଆଦିବାସୀ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ବାଲେଶ୍ଵର ରେ ନିରୀହ ଆଦିବାସୀ ମହିଳାଙ୍କୁ ଗଛରେ ବାନ୍ଧି ନିର୍ଦ୍ଧମ ମାଡ଼ ମାରିଲେ ବାଦଲ ପଣ୍ଡା । ଏହି ତ ମାଡ଼ ଦେଖି ମନେ ପଡ଼ୁଛି ଦାରା ସିଂ କୁ । ଓଡିଶା ଇତିହାସ ର କଳଙ୍କିତ ଅଧ୍ୟାୟ ସେହି ଦିନ ଘଟଣା। ଫସିଗଲେ ଦାରା ସିଂ ଏବେ ପୁଣୀ ଆସିଛନ୍ତି ହତ୍ୟା କାରି ବାଦଲ ପଣ୍ଡା। ପ୍ରାୟ ଅଢେ଼ଇ ଦଶନ୍ଧି ତଳର କାହାଣୀ -୨୨- ଜାନୁଆରୀ -୧୯୯୯ । ଦାରା ସିଂ ଓ ତାର ଗୁଣ୍ଡା ମାନେ ଅଷ୍ଟେଲିୟ ମିଶନାରୀ ଗ୍ରାହମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଜିଅନ୍ତା ଜାଳି ଦେଇଥିଲେ । ଆଉ ସେତେବେଳେ ବଜରଙ୍ଗ ଦଳ ଓଡିଶା ଶାଖାର ମୁଖ୍ୟ ଥିଲେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏବଂ ଚର୍ଚ୍ଚା ହୁଏ ଦାରା ସିଂ ଘଟାଇ ଥିବା କାଣ୍ଡର ପଛରେ ଛିଡ଼ା ହୋଇ ସମର୍ଥନ କରିଥିଲେ ପ୍ରତାପ ଷଡ଼ଙ୍ଗୀ ? ଏ ନେଇ ଦେଖିବା ପାଇଁ ପାଉ ଅଛୁ ନିରୀହ ଆଦିବାସୀ ଦୁଇ ମହିଳା ଙ୍କୁ ଏମିତି କଷ୍ଟ ଯନ୍ତ୍ରଣା କୁ ଦେଖିଲେ ମନେ ପଡ଼ିଯାଏ ସେହି ଅଭାବନୀୟ ଘଟଣା । ହେଲେ ଏହା ପରେ ଦେଖିବା ପାଇଁ ପାଉ ଅଛୁ ଏମିତି ସେମିତି ଗୁଣ୍ଡା ମାନଙ୍କୁ। ଏବେବି ସମ୍ବିଧାନ ଅବଂ ନୀରିହ ଆଦିବାସି ମହିଳା ମାନଙ୍କ ହତ୍ୟା କାରି ଦାରା ସିଂ ଓ ବାଦଲ ପଣ୍ଡା। ପୁଣି ଏବେ ଚର୍ଚ୍ଚା ରେ ପ୍ରତାପ ଷଡ଼ଙ୍ଗୀ ସାହାସ ପାଇଛି ସେହି ବାଦଲ ପଣ୍ଡା। ପୁଣି ଏହି BJP ଦଳର ହତ୍ୟା କାରୀ ବାଦଲ ପଣ୍ଡା କୁ ଦେଖିଲେ ତୁରନ୍ତ ମନେପଡ଼େ ସେହି ଦିନ ଘଟଣା -୧୯୯୯- ମସିହା ଜାନୁଆରି -୨୨- ର । ଅଷ୍ଟେଲିୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ୍ ଓ ତାଙ୍କ ଦୁଇ ଶିଶୁ ପୁତ୍ରଙ୍କୁ ଜିପ୍ ଭିତରେ ଜିଅନ୍ତା ଜାଳି ଦିଆ ଯାଇଥିବା ଘଟଣା । ଗୋଟିଏ ପୁଅ ୧୦ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ମାତ୍ର ୭ ବର୍ଷ ହୋଇ ଥିଲା । କେନ୍ଦୁଝର ଆନନ୍ଦପୁର ଥାନା ମନୋହରପୁର ଠାରେ ଘଟିଥିଲା ଏମିତି ଏକ ନିନ୍ଦନୀୟ ଘଟଣା । ସେହି ଦିନ ରାତି ପ୍ରାୟ -୧୧:୩୦ ରୁ -୧୨:୦୦ ଟା ବାଜିଥିବା ବେଳେ - ୫୦ ରୁ ୬୦ ଲୋକ ମାନଙ୍କୁ ନେଇକି ଜିପ୍ ପାଖକୁ ପହଞ୍ଚି ଜାଇ ଥିଲା ଦାରା ସିଂ ସେହି ମାନଙ୍କ ହାତରେ ଥାଏ ବିଭିନ୍ନ ମରଣାନ୍ତକ ଅସ୍ତ୍ର । ଆଉ କିଛି ବୁଝିବା ଆଗରୁ ଦୂର୍ଭୂତ ଆରମ୍ଭ କରନ୍ତି ତାଙ୍କ ଉପରେ ହମଲା । ସେହି ସମୟରେ ଗ୍ରାହାମ ଷ୍ଟେନ୍ସ୍ ଓ ତାଙ୍କ ଦୁଇ ପୁତ୍ର ନିଜ ଜୀବନ କୁ ବଞ୍ଚାଇବା ପାଇଁ ଡହଳ ବିକଳ ହୋଇଥିଲେ ମଧ୍ୟ କେହି ଶୁଣିବାକୁ ନ ଥିଲେ ତାଙ୍କ ଗୁହାରି । ଆଉ ଚାହୁଁ ଚାହୁଁ ଜଳି ଯାଉଛନ୍ତି ଗ୍ରାହାମ ଷ୍ଟେନ୍ସ୍ ଓ ତାଙ୍କ ଦୁଇ ପୁଅ ଫିଲିପ୍ ଏବଂ ତିମଥି । ଗ୍ରାହାମ ଷ୍ଟେନ୍ସ୍ ଓ ତାଙ୍କ ପତ୍ନୀ ମୟୂରଭଞ୍ଜ ଓ କେନ୍ଦୁଝର ରେ କୁଷ୍ଟ ରୋଗୀ ନିରାକରଣ ପାଇଁ ଓଡ଼ିଶା ଆସିଥିଲେ । ହେଲେ କିଛି ଚକ୍ରାନ୍ତ କାରୀ ତାଙ୍କ ନାଁରେ ମିଛ ଅଭିଯୋଗ ଓ କିଛି ଗୁଜବ ହାମଲା କରାଇଥିଲା । ପୁଣି ଦାରା ସିଂ ର ଅଭିଯୋଗ ଥିଲା ଆଦିବାସି ମାନଙ୍କୁ ହିନ୍ଦୁ ଧର୍ମ ରୁ ଖ୍ରୀଷ୍ଟିଆନ୍ ଧର୍ମ ରେ ଧର୍ମାନ୍ତୀ କରଣ କରାଇ ଛନ୍ତି ବୋଲି । ସେତେବେଳେ କୁଷ୍ଠ ରୋଗ କୁ ଭାରତରେ ଏକ ବଡ଼ ରୋଗ ବୋଲି କୁହା ଯାଉଥିଲା । ଯାହାର ନିରାକରଣ ଖୁବ୍ କଠିନ ବୋଲି କହୁଥିଲେ ଲୋକେ । ସାଧାରଣ ଲୋକ ଟିଏ କୁଷ୍ଠ ରୋଗର ନିରାକରଣ ପାଇଁ ବହୁତ ଟଙ୍କା ଦେଓ କରୁଥିଲ । ହେଲେ ବି କୁଷ୍ଠ ରୋଗ ରୁ ମୁକ୍ତି ପାଇ ପାରୁ ନ ଥିଲେ ଏହା ଶୁଣି ଗ୍ରାହାମ ଷ୍ଟେନ୍ସ୍ ଓ ତାଙ୍କ ଧର୍ମ ପତ୍ନୀ ତାର ନିରାକରଣ ଭିତରେ ଯଥେଷ୍ଟ ଉଦ୍ୟମ କରିଥିଲେ । ଓଡ଼ିଶାରେ ଗ୍ରାହାମ ଷ୍ଟେନ୍ସ୍ ଙ୍କ ବନ୍ଧୁ ଥିଲେ ସନ୍ତୁନ ଶତପଥୀ ଏବଂ ସନ୍ତୁନଙ୍କ ନିମନ୍ତ୍ରଣ କ୍ରମେ ସେ ଓଡ଼ିଶା ଆସିଥିଲେ ଆଉ ସେହି ସମୟ ଠାରୁ ଗ୍ରାହାମ ଷ୍ଟେନ୍ସ୍ ସେହି କୁଷ୍ଠ ରୋଗୀ ମାନଙ୍କ ପାଇଁ ହୃଦୟର ବ୍ୟାକୁଳ ହୋଇ ରୋଗୀ ମାନଙ୍କୁ ଛାଡ଼ି ଯାଇ ପାରିନଥିଲେ । ସେ -୧୯୬୫- ରେ ଓଡିଶା ଆସିଥିଲେ ସେହି ସମୟଠାରୁ କୁଷ୍ଠ ରୋଗୀ ମାନଙ୍କ ଚିକିତ୍ସା ଆରମ୍ଭ କରିଦେଇଥିଲେ । ଓ ଅହିଥିପାଇଁ ଏହି ଦାରା ସିଂ ଗୁଣ୍ଡା ହାତରେ ନିଆଁରେ ଜିଅନ୍ତା ଜଳିବାକୁ ପଡ଼ିଥିଲା । ସେହି ସମୟରେ ବଜରଙ୍ଗ ଦଳର RSS ର ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ଗ୍ରାହାମ ଷ୍ଟେନ୍ସ୍ ଙ୍କ ସ୍ତ୍ରୀ ଙ୍କୁ ସୁପ୍ରିମକୋର୍ଟ ପଚାରିଥିଲେ ଜଉ ଦଣ୍ଡ ଦେବା ପାଇଁ କହିଲେ ସେହି ଦଣ୍ଡ ଦେବୁ । କିନ୍ତୁ ଗ୍ରାହାମ ଷ୍ଟେନ୍ସ୍ ଙ୍କ ସ୍ତ୍ରୀ କହିଥିଲେ ଏହି ବ୍ୟକ୍ତି ଙ୍କୁ ଦଣ୍ଡ ଦେଲେ ମୋ ସ୍ୱାମୀ କିମ୍ୱା ମୋର ଦୁଇ ଶିଶୁ ପୁତ୍ର ଫେରି ଆସିବେ ନାହିଁ ବୋଲି କହିଥିଲେ । ଏହା ପରେ ଭାରତର ଆଇନ୍ ଅନୁଯାୟୀ ଦଶି କୁ ଆଜୀବନ କାରାଦଣ୍ଡ ମିଳିଲା । ଆଉ ସେତେବେଳେ ଦେଶରେ ପ୍ରଧାନ ମନ୍ତ୍ରୀ ଥିଲେ ଅଟଳ ବିହାରୀ ଭାଜପି ଆଉ ଭାଜପିଙ୍କ ନିର୍ଦ୍ଧେଶ କ୍ରମେ ଦିଜଣ କ୍ୟାବିନେଟ୍ ମନ୍ତ୍ରୀ ଯାଇ ଏହି ଘଟଣା ର ଯାଞ୍ଚ୍ କରିଥିଲେ ଆଉ କୋର୍ଟ ର ନିର୍ଦ୍ଧେଶ ରାଏ ଅନୁଯାଇ ଦାରା ସିଂ କୁ ଫାଶୀ ଓ ଆଉ ଜଣେ ଅଭିଯୁକ୍ତ ମହେନ୍ଦ୍ର ବିମ୍ରମ୍ ଙ୍କ ଆଜୀବନ କାରାଦଣ୍ଡ ଶୁଣାଇ ଥିଲେ କୋର୍ଟ । ପରବର୍ତ୍ତୀ ସମୟରେ ସୁପ୍ରିମ କୋର୍ଟ ଫାଶୀ ଦଣ୍ଡାସେ କୁ ଆଜୀବନ କାରାଦଣ୍ଡ ରେ ପରିବର୍ତନ କରିଥିଲେ । ଏ ନେଇ ଥିବା ବର୍ବର ଘଟଣା ସମୟରେ ମୂଖ୍ୟ ଥିଲେ ବର୍ତ୍ତମାନ ର ଲୋକ ସଭା ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏହି ପ୍ରତାପ ଷଡ଼ଙ୍ଗୀ ବୟାନ ଦେଇଥିଲେ ଦାରଙ୍କ ସହ ବଜରଙ୍ଗ ଦଳର କୌଣସି ସଂପର୍କ ନାହିଁ । ତେବେ ଆଜିବି ସେହି ପ୍ରତାପ ଷଡ଼ଙ୍ଗୀ ସହ ଥିବା ଏହି ବର୍ତ୍ତମାନ୍ ର ବାଦଲ ପଣ୍ଡା ଦେଖାଉଛି ନିରୀହ ଆଦିବାସୀ ମହିଳା ମାନଙ୍କୁ ଗଛରେ ବାନ୍ଧି ଦୁଇ ମହିଳା ଙ୍କ ଶରୀରରେ ଗୋଇଠା ମାରି ଖେଳୁଛି ଏହି ଗୁଣ୍ଡା । ଏହି ନିଜକୁ ଗୁଣ୍ଡା କହୁଥିବା ବାଦଲ ପଣ୍ଡା କୁ ଅତିସେ ଅତି ଶୀଘ୍ର ଭାରତର ଆଇନ୍ ଅନୁଯାୟୀ ଗିରଫ କରାଯାଉ ।

 ରାୟଗଡ଼ା ରୁ ହଳଧର ବେନିଆ ଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ