।। ଖଡ଼ିଆଲ ଜୟ ମାଁତାଦି ଗ୍ରୁପ ତରଫରୁ ମା ସାରଦା ମନ୍ଦିର ଠାରେ ଭଣ୍ଡାରା କାର୍ଯ୍ୟ କ୍ରମ ଅନୁଷ୍ଠିତ ।।

Oct 21, 2023 - 16:07
 0  117
।। ଖଡ଼ିଆଲ ଜୟ ମାଁତାଦି ଗ୍ରୁପ ତରଫରୁ  ମା ସାରଦା ମନ୍ଦିର ଠାରେ ଭଣ୍ଡାରା କାର୍ଯ୍ୟ କ୍ରମ ଅନୁଷ୍ଠିତ ।।

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଥିବା ମାଁ ସାରଦା ଭବାନୀ ମନ୍ଦିର ଠାରେ ଦଶହରା ପୂଜା ଧୁମ ଧାମ ରେ ପାଳିତ ହେଉ ଥିବାବେଳେ। ସପ୍ତମୀ ଦିନ ମାଁ ସାରଦା ଭବାନୀ ମନ୍ଦିର ଠାରେ ଭଣ୍ଡାରା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୂଖ୍ୟ ଅତିଥି N A C ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଯୋଗ ଦେଇ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ସାମିଲ ହୋଇ ପ୍ରସାଦ ସେବନ କରିଥିଲେ। ମନ୍ଦିର ର ପୂଜକ ପୂଜା କରୁଛନ୍ତି ନାରାୟଣ ସିଂ ଠାକୁର ପୂଜା କରିଆସୁଛନ୍ତି ଏହି ପୂଜା କାର୍ଯ୍ୟକ୍ରମ ର ଜୟ ମାତାଦୀ କମିଟି ସଭାପତି ଶ୍ରୀ ଯୁକ୍ତ ଓମ ପ୍ରକାଶ ଚୌଧୁରୀ, ଉପସଭାପତି କମଳ ବର୍ମା, କୋଷାଧ୍ୟକ୍ଷ ନୀତେଶ ତ୍ରିବେଦି, ମହେନ୍ଦ୍ର ଯାଦବ, ବରିଷ୍ଟ ସଦସ୍ୟ ମାନେ ପପୁ ଯାଦବ, ଲକ୍ଷ୍ମଣ ଦୁରିଆ, ବିକାଶ ବର୍ମା, ରଜତ ବର୍ମା, ଦୀପକ ବର୍ମା, ଧୀରୁ ବର୍ମା,ପ୍ରବୀଣ ତ୍ରିବେଦୀ, ସୋନୁ ସେନ,ଗୋଲୁ ସେନ,ହିତେଶ ସେନ, ପ୍ରଶାନ୍ତ ମିଶ୍ର, ଶ୍ରବଣ କୁମାର ସୋନୱାନି , ଗଣପତି ପଟେଲ୍, ଅର୍ଜୁନ ପ୍ରଧାନୀ, ଆୟୁଷ ପାଣ୍ଡେ, ଗଣେଶ ସାହୁ, ଅନିଲ ନୟଖର, ଅମିତ୍ ପାଣ୍ଡେ, ଶିବୁ ବଛା, ନଟରାଜ ଠାକୁର, ଦେବାଶିଷ ପାଣ୍ଡେ ସମେତ ପ୍ରାୟ କମିଟି ର କର୍ମ କର୍ତ୍ତା ମାନେ ସହଯୋଗ କରିଥିଲେ ।

 ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ