।। ବେଆଇନ ଗାଡ଼ି ଚାଳନା ବିରୋଧରେ ପରିବହନ ବିଭାଗର ଆକ୍ସନ ।।

Mar 30, 2023 - 20:23
 0  52
।। ବେଆଇନ ଗାଡ଼ି ଚାଳନା ବିରୋଧରେ ପରିବହନ ବିଭାଗର ଆକ୍ସନ  ।।

କାଲି ଗାଡ଼ି ଚଲାଉଥିବା ବେଳେ ଧରାପଡ଼ିଲେ ୮୮ ନାବାଳକ।ସମସ୍ତ ଗାଡ଼ି ଜବତ, ୨୫ ହଜାର ଲେଖାଏଁ କଟିଲା ଚାଲାଣ।ଗୋଟିଏ ଦିନରେ କରାଯାଇଛି ୨୨ ଲକ୍ଷ ଟଙ୍କା ଫାଇନ।ପରିବହନ ବିଭାଗ ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲ ମୋହନ ସେଠିଙ୍କ ସୂଚନା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ