।। ଆସନ୍ତା ତା: 05.01.2024ରିଖ ଦିନ ନୂଆପଡା ଜ଼ିଲ୍ଲା ପ୍ରଶାସନ ଦ୍ୱାରା ହେବାକୁ ଯାଉଛି ନୂଆପଡା ମାରାଥନ (ଦୌଡ)-2024 ।।

Dec 27, 2023 - 21:54
 0  81
।। ଆସନ୍ତା ତା: 05.01.2024ରିଖ ଦିନ ନୂଆପଡା ଜ଼ିଲ୍ଲା ପ୍ରଶାସନ ଦ୍ୱାରା ହେବାକୁ ଯାଉଛି ନୂଆପଡା ମାରାଥନ (ଦୌଡ)-2024 ।।

ନୂଆପଡା : ଆସନ୍ତା ତା: 05.01.2024ରିଖ ଦିନ ପ୍ରାତଃ 5 ଘଣ୍ଟା ସମୟରେ ନୂଆପଡା ଜ଼ିଲ୍ଲା ପ୍ରଶାସନ ଦ୍ୱାରା ନୂଆପଡା ମାରାଥନ (ଦୌଡ)ର କାର୍ଯ୍ୟକ୍ରମ ରାଖାଯାଇଅଛି l ଏହାର ଉଦେଶ୍ୟ ହେଲା ''ଭୋଟ ଦେବା, ସୁସ୍ଥ ଗଣତନ୍ତ୍ର ଗଢ଼ିବା'' ଉକ୍ତ ପ୍ରତିଯୋଗିତା ର ସୁଭାରମ୍ଭ ତରବୋର୍ଡ଼ ଠାରୁ ଶୁଭାରମ୍ଭ ଆରମ୍ଭ ହୋଇ ନୂଆପଡା ପର୍ଯ୍ୟନ୍ତ ଦୌଡ କାର୍ଯ୍ୟକ୍ରମ ରଖାଯାଇଥିବାବେଳେ ଏହି ଦୌଡରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତି ଯୋଗୀଙ୍କୁ ପ୍ରଶାସନ ଦ୍ୱାରା ଟ. 25,000ଙ୍କା, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତି ଯୋଗୀଙ୍କୁ ପ୍ରଶାସନ ଦ୍ୱାରା ଟ15,000ଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତି ଯୋଗୀଙ୍କୁ ପ୍ରଶାସନ ଦ୍ୱାରା ଟ.10,000ଙ୍କା ରଖାଯାଇଅଛି l ଉକ୍ତ ଦୌଡରେ ଭାଗ ନେବାକୁ ହେଲେ ସମସ୍ତ ଆବେଦନକାରୀ 18 ବର୍ଷରୁ ତା ଠାରୁ ଉର୍ଦ୍ଧ ହୋଇଥିବାବେଳେ ଉକ୍ତ ପ୍ରତିଯୋଗୀ ମାନେ ମୋବାଇ ନo ହେଉଛି 8018446224 ଏବଂ 9937322188ରେ ନିଜ ନାମ ପାଞ୍ଜି କରଣ କରିପାରିବେ l ନୁଆପଡା ମାରାଥନ୍ ୨.0 ପାଇଁ 5 ଜାନୁୟାରୀ 2024 ରେ ସଂଗଠିତ ହେବ l କେବଳ ତାରିଖ ଅନ୍ୟ ସୂଚନା ସମାନ ରହିଥାଏ ଆପଣ QR କୋଡ୍ ସ୍କାନ୍ କରିପାରିବେ କିମ୍ବା ଏହି ଲିଙ୍କ୍ ମାଧ୍ୟମରେ ମାଗଣାରେ ପଞ୍ଜିକରଣ କରିପାରିବେ ବୋଲି ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ,କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ