।। ୧୧ ଶ " ଆର୍ଟ ଅଫ୍ ଗିଭିଂ " ପକ୍ଷରୁ ସମାରୋହ ଅନୁଷ୍ଠିତ ।।

Jun 17, 2024 - 16:12
 0  39
।।  ୧୧ ଶ " ଆର୍ଟ ଅଫ୍ ଗିଭିଂ " ପକ୍ଷରୁ ସମାରୋହ ଅନୁଷ୍ଠିତ ।।

କଳାହାଣ୍ଡି ଜିଲ୍ଲା ଜିଲ୍ଲା ଥୁଆମୁଳ ରାମପୁର ପଞ୍ଚାୟତ ସମିତି ବୈଠକ ଗୃହରେ ୧୧ ଶ " ଆର୍ଟ ଅଫ୍ ଗିଭିଂ " ସମାରୋହ ସଂଯୋଜକ ଆର୍ଟ ଅଫ୍ ଗିଭିଂ ଶ୍ରୀ ଦୁଷ୍ମତ ପଧାନ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଥୁଆମୁଳ ରାମପୁର ପଞ୍ଚାୟତ ସମିତି ମାଁ ମାଣିକେଶ୍ବରୀ ମହାବିଦ୍ୟାଳୟ ଅଧ୍ଯକ୍ଷ ଶ୍ରୀ ସତ୍ଯନାରାୟଣ ମୁଣ୍ତଛିନା, ସମ୍ମାନିତ ଅତିଥି ଭାବେ ଥୁଆମୁଳ ରାମପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ, ସମାଜ ସେବି ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, କର୍ଲାପାଟ ପଞ୍ଚାୟତ ସରପଞ୍ଚ ବିଶ୍ବନାଥ ମାଝୀ ପ୍ରମୁଖ ଯୋଗଦେଇ ଆର୍ଟ ଅଫ୍ ଗିଭିଂର ଉଜ୍ଜ୍ୱଳ ଉଦାହରଣ ବିଗତ ବର୍ଷ ଧରି ଥୁଆମୁଳ ରାମପୁର ଭଳି ଉପାନ୍ତ ଅଞ୍ଚଳରେ ଉଚ୍ଚ ଶିକ୍ଷା ପ୍ରଦାନ ପରସ୍ପର ଭିତରେ ସହଯୋଗ ଉପରେ ଭୂମିକା ନିର୍ବାହ କରୁଥିବା ବିଷୟରେ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ମାନେ ପୁଙ୍ଖାନୁପୁଙ୍ଖ ଭାବରେ ଉପସ୍ଥିତ କର୍ମକର୍ତ୍ତା ଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ସନାତନ ମାଝୀ, ଘାସିରାମ ମାଝୀ, ଶ୍ରୀ କ୍ରିଷ୍ଣା ମାଝୀ (ଆଦିବାସୀ ଉପ ସଭାପତି) ଓ ଅନ୍ଯାନ୍ଯ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ