।। ୟଙ୍ଗ ଷ୍ଟାର ଗ୍ରୁପର ବୈଠକ ଅନୁଷ୍ଠିତ ।।

Jan 6, 2024 - 15:40
 0  32
।। ୟଙ୍ଗ ଷ୍ଟାର ଗ୍ରୁପର ବୈଠକ ଅନୁଷ୍ଠିତ ।।

ନୂଆପଡା : ନୂଆପଡା ଜ଼ିଲ୍ଲା ଖରିଆର ରୋଡ ମିନି ଷ୍ଟାଡିୟମ ଠାରେ ୟଙ୍ଗ ଷ୍ଟାର ଗ୍ରୁପର ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ୟଙ୍ଗ ଷ୍ଟାର ଗ୍ରୁପର ସଭାପତି ଦେବେଶ ଯାଦବ, ପରାମର୍ଶଦାତା ସୁନୀଲ ଗୋଲି ତିୱାରୀ, ଉପ ସଭାପତି ମୁକେଶ ସେନ, ସମ୍ପାଦକ ଅଙ୍କିତ ସଗରିଆ, କଲଚରାଲ ସେକ୍ରେଟାରୀ ମନୀଷ ଦେବାଙ୍ଗନ ଯୋଗଦାନ କରିଥିଲେ l ଏହି ପରିପ୍ରେକ୍ଷୀରେ ଆଗାମୀ 26 ଜାନୁଆରୀ ଦିନ ହେବାକୁ ଥିବା ସାଂସ୍କୃତିକ କାର୍ଯକ୍ରମ ଯଥା ଡ୍ୟାନ୍ସ, ସଂଗୀତ ପରିବେଷଣ, ତଥା ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ରୂପ ରେଖ କିପରି ହେବ ଏହି ବୈଠକରେ ଚର୍ଚ୍ଚା ବିମର୍ଷ ହୋଇଥିଲାବେଳେ ଉକ୍ତ କାର୍ଯ୍ୟକ୍ରମରେ ୟଙ୍ଗ ଷ୍ଟାର ଗ୍ରୁପର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

 ନୂଆପଡ଼ାରୁ ବିଶ୍ଵନାଥ ସମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ