।। ସମାଜସେବୀ ପିତାମ୍ବର ସହ ମୁଖିବିଡ଼େଇ 5T ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ:ବିଶ୍ୱ ପରିବେଶ ଦିବସ ରେ ବୃକ୍ଷ୍ୟ ରୋପଣ ।।

Jun 5, 2023 - 16:33
Jun 5, 2023 - 16:45
 0  17
।। ସମାଜସେବୀ ପିତାମ୍ବର ସହ ମୁଖିବିଡ଼େଇ 5T ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ:ବିଶ୍ୱ ପରିବେଶ ଦିବସ ରେ ବୃକ୍ଷ୍ୟ ରୋପଣ ।।

କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ଗ୍ରାମ ପଞ୍ଚାୟତ ରେ ଆଜିର ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ୍ୟ ରୋପଣ କରି ରାଜୁପୁଟ ସରପଞ୍ଚ ତଥା ସମାଜସେବୀ ଶ୍ରୀ ପିତାମ୍ବର କିର୍ସାନୀ ମୁଖିବିଡ଼େଇ ଗ୍ରାମର 5T ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦେବତ୍ରୀ ଉତ୍କଳିକା ପଦ୍ମନୀ ମୁର୍ମୁ ରଞ୍ଜିତ କୁମାର ପ୍ରଧାନ କିଛି ନୂଆଁ ଗଛ ଲଗେଇ ବିଶ୍ୱ ପରିବେଶ ଦିବସ ପାଳନ କରିଛନ୍ତି l

ଠିକ ସେହିପରି ଚଲାଣପୁଟ ଗ୍ରାମର ବିଦ୍ୟାଳୟ ଠାରେ ସରପଞ୍ଚ କିଛି ଗଛ ଲଗେଇ ଆଗରୁ ଲଗେଇଥିବା ଗଛ ମୂଳେ ଅନାବନା ଘାସ ବାଛିବା ସହ ପାଣି ଦେଇ ବୃକ୍ଷ୍ୟ ରୋପଣକୁ ଆପଣେଇ ଛନ୍ତି l ଏମିତି ପୂର୍ବରୁ ମଧ୍ୟ୍ୟ ଟାଙ୍ଗରା କୁପୁଲି ରାସ୍ତା କୋଡେ ବିଦ୍ୟାଳୟ ଅଙ୍ଗନବାଡି ମାନଙ୍କରେ ସ୍ବେଛାକୃତ ଭାବେ ଲଗେଇ ଆସୁଛନ୍ତି ରାଜୁପୁଟ ସରପଞ୍ଚ ତଥା ସମାଜସେବୀ ପିତାମ୍ବର କିର୍ସାନି l ଏମିତି ମହୋତ କାର୍ଯ୍ୟ ପାଇଁ ରାଜ୍ୟ ସରକାର 2021 ମସିହାରେ ପ୍ରକୃତିବନ୍ଧୁ ପୁରସ୍କାର ସହ 10 ହଜାର ଟଙ୍କା ପାଇଛନ୍ତି ପିତାମ୍ବର l ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଆସନ୍ତୁ ସମସ୍ତେ କିଛିକିଛି ବୃକ୍ଷ୍ୟ ରୋପଣ କରିବା ବୋଲି ନିବେଦନ କରିଛନ୍ତି l

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ