।। ଲଗାଣ ବର୍ଷାରେ ବୁଡ଼ିଲା:ପାଚିଲା ଧାନ ।।

Sep 27, 2024 - 15:59
 0  15
।। ଲଗାଣ ବର୍ଷାରେ ବୁଡ଼ିଲା:ପାଚିଲା ଧାନ ।।

ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବରୀ ବରୀ, ଲଘୁ | ଅଞ୍ଚଳରେ ପାଚିଲା ବିଅଳି ଧାନ ପାଣିରେ ବୁଡି ରହିଥ‌ିବାର ଦାର ଦେଖୁବାକୁ ମିଳିଛି। ପ୍ରଥମରୁ ସ୍ବଳ୍ପ ବୃଷ୍ଟିପାତ ହେତୁ ବିଅଳି ଧାନ ଚାଷ ବିଳମ୍ବିତ । ହୋଇଥିଲା। ତେବେ ଠିକ୍ ଧାନ କାଟିବା ସମୟକୁ ଲଗାଣ । ଫଳପ୍ରଦ ହୋଇନଥାଏ। ପ୍ରତି ବର୍ଷା ଚାଷି ମୁଣ୍ଡରେ ଚଡକ ଡକ ପକାଇଛି। ବରୀ ଅଞ୍ଚଳରେ ସାଧାରଣତଃ ବିଅଳି ଚାଷ ପ୍ରତିବର୍ଷ ସ୍ବଳ୍ପ ବୃଷ୍ଟି, ବନ୍ୟା କିମ୍ବା ଅଦିନିଆ । ବର୍ଷା ଯୋଗୁଁ ଏହି ଚାଷ ପ୍ରଭାବିତ ହେ ହୋଇଥାଏ। ବ୍ଲକର ଅଦ୍ଧା ଅଦ୍ଧାଧୂକ ତଳିଆ ପଞ୍ଚାୟତ ଏହି ଚାଷରୁ ମୁହଁ ଫେରାଇ ଆଣିଲେଣି। ବାକି କିଛି ଉପର ପଞ୍ଚାୟତ ବା ବାଲିଆ ଅଞ୍ଚଳରେ ଏହି ଚାଷ କରାଯାଉଛି। ଚଳିତ ଥର ମଧ୍ୟ ଲଗାଣ ବର୍ଷା ପାଇଁ ବୋଦୁଅ, ଏରଡା, ଭଅଁରା, ରାଇପୁର, ବରିଲୋ, | ଗୋଳକୁଣ୍ଡ, ସ୍ବାଇଁଖଣ୍ଡ, ବାଲିଆ, ରତଳାଙ୍ଗ, ଉଦୟନାଥପୁର, ଧୁସୂଦନପୁର, ଚନ୍ଦନପୁର, କଳାମାଟିଆ ଆଦି ବିଭିନ୍ନ ପଞ୍ଚାୟତ | ଗାଆଁରେ । ଚାଷ କରାଯାଇଥିଲା। ବିଅଳି ଧାନ ଫସଲ ବର୍ଷା ପାଣିରେ ବୁଡି | ରହିଛି। । ଚାଷୀମାନେ ଧାନ କିଆରୀକୁ ଦେଖିଲେ ମୁଣ୍ଡରେ ହାତ ଦେଇ ବସୁଛନ୍ତି। ବର୍ଷା ଛାଡିଲେ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସାଧା ସାଧାରଣରେ ଦାବି ହେଉଛି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା |

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ