ଶହୀଦ ଲକ୍ଷ୍ମଣ ନାୟକ ୟୁଥ୍ 1ବର୍ଷ ପୂର୍ତ୍ତି ଉପଲକ୍ଷେ ପେଟା ବିଦ୍ୟାଳୟ ଠାରେ ବିଭିନ୍ନ ପ୍ରକାର ଖେଳ ଆୟଜନ

Sep 26, 2024 - 22:19
 0  16
ଶହୀଦ ଲକ୍ଷ୍ମଣ ନାୟକ ୟୁଥ୍ 1ବର୍ଷ ପୂର୍ତ୍ତି ଉପଲକ୍ଷେ ପେଟା ବିଦ୍ୟାଳୟ ଠାରେ ବିଭିନ୍ନ ପ୍ରକାର ଖେଳ ଆୟଜନ

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପେଟା ପଞ୍ଚାୟତ ର ୟୁଥ କ୍ଳବ୍ ଗୁରୂପ,ଶହୀଦ ଲକ୍ଷ୍ମଣ ନାୟକ ୟୁଥ୍ କ୍ଲବ୍ ପେଟା ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ସଭାପତି ଶ୍ରୀ ରଞ୍ଜନ କୁମାର ଭତ୍ରା ଓ ସେକ୍ରେଟାରୀ ଶ୍ରୀ ଘାସି କ୍ରିସାନୀ ଓ ହରିଶ୍ଚନ୍ଦ୍ର କୁମ୍ଭାର ଏବଂ ୟୁଥ୍ କ୍ଲବ୍ ର ସମସ୍ତ ସଦସ୍ୟ ଙ୍କ ଅନୁମତି କ୍ରମେ ପେଟା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ଖେଳ ଆୟଜନ କରି ଖେଳ ରେ ଭାଗ ନେଇ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ପ୍ରତ୍ୟେକ ସମୟରେ ୟୁଥ୍ କ୍ଲବ୍ ର ସଦସ୍ୟ ମାନେ ୧.ନିଜର ରକ୍ତ ଦେଇ ଅନ୍ୟ ବଞ୍ଚାଇବା ୨.ଦୁର୍ଘଟଣା ଘଟି ଥିବା ଲୋକଙ୍କୁ ମେଡିକାଲ ପଠେଇବା ୩.ପାଠ ପଢ଼ା ଛାଡି ଥିବା ପିଲା ଙ୍କୁ ସ୍କୁଲ ଜଇନ୍ କରାଇବା ୪.ଅନାଥ ପିଲାଙ୍କୁ ଖାଦ୍ୟ କିମ୍ବା ବସ୍ତ୍ର ଦେବା ୫. ବୁଡ଼ା ବୁଡ଼ି ମାନଙ୍କୁ ସରକାରୀ ପେନସନ ସୁବିଧା କରାଇବା ୬.ଜାଣି ନ ଥିବା ଲୋକ ଙ୍କ ବିକଳାଙ୍ଗ ପ୍ରମାଣ ପତ୍ର . ମୃତ୍ୟ ପ୍ରମାଣ ପତ୍ର,ଜନ୍ମ ପ୍ରମାଣ ପତ୍ର ଇତ୍ୟାଦି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।

 ଲମତାପୁଟ ସୁବାଷ ମାଳି ରିପୋର୍ଟଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ