।। ରେଲୱେ ଷ୍ଟେସନରେ ଆଲୁଅ ର ହୀନ ବ୍ୟବସ୍ତା କୁ ନେଇ ଯାତ୍ରୀ ଅସୁବିଧାରେ ସମ୍ମୁଖୀନ ।।

Apr 24, 2023 - 20:44
 0  50
।। ରେଲୱେ ଷ୍ଟେସନରେ ଆଲୁଅ ର ହୀନ ବ୍ୟବସ୍ତା କୁ ନେଇ ଯାତ୍ରୀ ଅସୁବିଧାରେ ସମ୍ମୁଖୀନ ।।
।। ରେଲୱେ ଷ୍ଟେସନରେ ଆଲୁଅ ର ହୀନ ବ୍ୟବସ୍ତା କୁ ନେଇ ଯାତ୍ରୀ ଅସୁବିଧାରେ ସମ୍ମୁଖୀନ ।।

କୋରାପୁଟ ଜିଲ୍ଲା ,କୋରାପୁଟ ବ୍ଲକ ଅନ୍ତର୍ଗତ ଦାମୋନଯୋଡି ନାଲକୋ ନିକଟସ୍ଥ ରେଲୱେ ଷ୍ଟେସନର ଜାନ ବାହନ ରଖିବା ସ୍ଥାନରେ ଆଲୁଅ ର ବ୍ୟବସ୍ଥା ଥାଇକି ମଧ୍ୟ ନଥିବା ସହ ସମାନ ହେଇଛି ।ଏହାକୁ ନେଇ ପ୍ରତିଦିନ ରାତ୍ରିରେ ଗମନାଗମନ କରୁଥିବା ଯାତ୍ରୀ ସମେତ ଯାତ୍ରୀ ବାହୀ ଅଟ,ବସ, ଟ୍ୟାକ୍ସି ର ଚାଳକ ସମସ୍ତେ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଷ୍ଟେସନ ଅଧକ୍ଷ ଉକ୍ତ ଜାନ ବାହାନ ରଖିବା ସ୍ଥାନରେ ଆଳୁଅର ବ୍ୟବସ୍ଥା କରାଇବା ଦରକାର ବୋଲି ଯାତ୍ରୀ କହିଛନ୍ତି ।ଉକ୍ତ ଷ୍ଟେସନ ରେ ଦାମୋନଯୋଡି, ସୁନାବେଡ଼ା, ସେମିଳିଗୁଡା, ଏରିଆରୁ ହଜାର ହଜାର ଲୋକ ଯାତ୍ରା କରୁଥିବା ବେଳେ ନିକଟରେ ବିଶ୍ୱର ସବୁଠୁ ବଡ଼ ଆଲୁମିନିୟମ କାରଖାନା ଥାଇ ଏହି ଭଳି ଅପ ବ୍ୟବସ୍ଥା ଗ୍ରହଣନିୟ ନୁହେଁ ବୋଲି ଯାତ୍ରୀ ମାନଙ୍କ ମଧ୍ୟରେ ଚର୍ଚ୍ଚାର ଜୋର ଧରିଛି ।ଏବେ ବର୍ତ୍ତମାନ ଦେଖବାକୁ ବାକି ରହିଲା କି ଦାମୋନଯୋଡି ଷ୍ଟେସନର ଅଧ୍ୟକ୍ଷ କେତେ ଶୀଘ୍ର ଉକ୍ତ ସମସ୍ୟାର ସମାଧାନ କରି ପାରୁଛନ୍ତି ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ