।। ରକ୍ତ ଦାନ ଶିବିର ବଙ୍ଗୋମୁଣ୍ଡା ଆୟୋଜକ ମାରୱାଡ଼ି ଯୁବା ମଞ୍ଚ ବଙ୍ଗୋମୁଣ୍ଡା ।।

Jun 18, 2023 - 14:02
 0  11
।। ରକ୍ତ ଦାନ ଶିବିର ବଙ୍ଗୋମୁଣ୍ଡା ଆୟୋଜକ  ମାରୱାଡ଼ି ଯୁବା ମଞ୍ଚ ବଙ୍ଗୋମୁଣ୍ଡା ।।

ବର୍ତ୍ତମାନ ରାଜ୍ୟ ର ସମସ୍ତ ,ଜିଲ୍ଲା,ସହର,ଟାଉନ, ବ୍ଲକ ରେ ୮ ଦିନିକିଆ ,ରକ୍ତ ଦାନ ଶିବିର ଚାଲିଛି,ସେହିପରି ଵଲାଙ୍ଗୀର ଜିଲ୍ଲା , ବାଙ୍ଗୋ ମୁଣ୍ଡା ବ୍ଲକ ଅନ୍ତର୍ଗତ , ଉଗ୍ରସେନ ଭବନ ଠାରେ ଅନୁଷ୍ଠିତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି ,

ବହୁତ୍ ଗାଁ ରୁ ରକ୍ତ ଦାତା ମାନେ ଆସିଥିଲେ ଓ ଆନନ୍ଦ ସହ ରକ୍ତ ଦାନ କରି ଥିଲେ ୪୪ ଡିଗ୍ରୀ ଗରମ ରେ ମଧ୍ୟ ରକ୍ତ ଦାନ କରି ଥିଲେ, ଆମ ପ୍ରତିନିଧି ପଚାରିବା ରୁ କହିଥିଲେ , ଆମ ରକ୍ତ ରେ କାହାର ଜୀବନ ବଞ୍ଚି ଜୀବ ଏହି ଭାଵନା ରଖି ଆମେ ରକ୍ତ ଦାନ କରୁଛୁ, ସମସ୍ତ ରକ୍ତ ଦାନ କରିବା ପୂର୍ବରୁ, ବିସ୍କୁଟ,

ମିକ୍ସର୍ ଓ ମିଠା ଦିଆ ଯାଇଥିଲା ଓ ରକ୍ତ ଦେଇସାରିବା ପରେ , ଅମୂଲ କୁଲ ଓ ମିଠା ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ, ୬ ଜଣିଆ ଟିମ୍ କଣ୍ଟାବାଞ୍ଜି ରକ୍ତ ସଂଗ୍ରହ ଅଫିସ ରୁ ଆସି ଥିଲେ ଓ ତାଙ୍କୁ ବଙ୍ଗୋମୁଣ୍ଡା ବ୍ଲକ ର ଆଶା ଦିଦି ମାନେ ଆସି ସାହାଯ୍ୟ କରିଥିଲେ,, ମୋଟ ୬୯ ୟୁନିଟ ରକ୍ତ ସଂଗ୍ରହ ହୋଥିଲା ସଭାପତି, ସୁମିତ ଜୈନ, ସମ୍ପାଦକ, ବିନୀତ ଅଗରୱାଳ, କୋଷାଧ୍ୟକ୍ଷ, ଶୁଭମ୍ କୁମାର ଆଗାରୱାଲ, ରାଜ୍ୟ ସହ ସମ୍ପାଦକ କାନେହ୍ୟାଲାଲ ଆଗରୱାଳ ଓ ମାରୱାଡ଼ି ଯୁବା ମଞ୍ଚ ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ,

 ଟ୍ଟିତିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ