।। ମାଧ୍ୟମିକ ପରୀକ୍ଷା ଫଳ ପ୍ରକାଶ, ନୂଆପଡ଼ା ଜିଲ୍ଲାରେ ପାସ ହାର ୯୩.୯୧% ପ୍ରତିଶତ ।।

ନୂଆପଡା : ନୂଆପଡ଼ା ଜିଲ୍ଲା ରେ ମାଧ୍ୟମିକ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । ଜିଲ୍ଲା ରେ ପାସ ହାର ୯୩.୯୧% ପ୍ରତିଶତ ରହିଥିବା ବେଳେ ତିନି ଜଣ ଏ ୱାନ ପାଇଛନ୍ତି । ସେମାନେ ହେଲେ ବେଲଟୁକରି ଗ୍ରାମର ଜୟ ପ୍ରକାଶ ସାହୁ ୫୫୨ ନମ୍ୱର୍ ମାର୍କ ରଖିଛନ୍ତି । ସେହିପରି ସିନାପାଲି ବ୍ଲକ୍ ଅନ୍ତର୍ଗତ ସିଂ ହାଇସ୍କୁଲ ର ତ୍ରିବିକ୍ରମ ରଣା ୫୫୧ ନମ୍ୱର୍ ମାର୍କ ରଖିଛନ୍ତି । ସେହିପରି କୋମନା ବ୍ଲକ୍ ସିଆଲଲଟି ହାଇସ୍କୁଲ ର ଶକ୍ତି ପ୍ରସାଦ ସାମଲ ୫୪୧ ମାର୍କ ରଖିଛନ୍ତି ।
ନୂଆପଡା ରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






