ବିଜେଡିର ସଦସ୍ୟତା ସଂଗ୍ରହ ଅଜିଯାନ ଅନୁଷ୍ଠିତ

Nov 29, 2024 - 17:37
 0  73
ବିଜେଡିର ସଦସ୍ୟତା ସଂଗ୍ରହ ଅଜିଯାନ ଅନୁଷ୍ଠିତ

ନୂଆପଡା : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମତିଥିରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ହୋଇଥିଲା ଏହାକୁ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଆରମ୍ଭ କରିଥିଲାବେଳେ ନୂଆପଡା ଜିଲ୍ଲା ନ୍ୟାସନାଲ ମହାବିଦ୍ୟାଳୟ ଠାରେ ବିଜେଡିର ସଦସ୍ୟତା ସଂଗ୍ରହ ଅଜିଯାନ ଅନୁଷ୍ଠିତ ହୋଇଥିଲା l ଏହି ସଦସ୍ୟତା ଅଭିଯାନକୁ ବିଜୁ ଛାତ୍ର ଜନତା ଦଳର ଖରିଆର ରୋଡ ନଗର ଅଧ୍ୟକ୍ଷ ମନିଷ ଦେବାନଙ୍ଗ ଦ୍ୱାରା ଅନୁଷ୍ଠିତ ସଦସ୍ୟତା ସଂଗ୍ରହ ଅଜିଯାନରେ ଅନେକ ଛାତ୍ର ଛାତ୍ରୀ ମାନେ ବିଜେଡିର ସଦସ୍ୟତା ଗ୍ରହଣ କରିଥିବାବେଳେ 25 ବର୍ଷର ସରକାର କିପରି କାର୍ଯ୍ୟ କରିଥିଲେ ତାହା ବିଜେଡି ଛାତ୍ର ଅଧ୍ୟକ୍ଷ ମନିଷ ଦେବାଙ୍ଗନ ତାହା ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ l ଆଗାମୀ ଦିନରେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ମୁଠା କରିବା ଏବଂ ରାଜେନ୍ଦ୍ର ଢୋଲକିଆଙ୍କ ହାତ କୁ ମଜବୁତ କରିବା ଏହାର ଲକ୍ଷ ବୋଲି ବିଜେଡି ଛାତ୍ର ଜନତା ଦଳର ଅଧ୍ୟକ୍ଷ ମନିଷ ଦେବାଙ୍ଗନ କହିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ