।। ପାକଝୋଲା ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରର ଜଙ୍ଗଲରେ ଲାଗିଛି ନିଆଁ ।।

Mar 28, 2023 - 13:39
 0  54
।। ପାକଝୋଲା ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରର ଜଙ୍ଗଲରେ ଲାଗିଛି ନିଆଁ ।।

କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପାକଝୋଲା ପଞ୍ଚାୟତ ନିକଟସ୍ଥ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରର ଜଙ୍ଗଲରେ ନିଆଁ ଲାଗିଛି ପ୍ରାୟ ଏକ ଘଣ୍ଟା ତିରିଶ ମିନିଟ ହେବ ସେମିଳିଗୁଡା ରୁ ଅଗ୍ନିସମ ବିଭାଗ ପହଞ୍ଚି କାର୍ଯ୍ୟରେ ରହିଛନ୍ତି ଏପର୍ଯ୍ୟନ୍ତ ନିଆଁ ଲିବାଇବାରେ ସଫଳ ନେଇ ପାରି ନାହାନ୍ତି ପ୍ରାୟ ଚେଷ୍ଟା କରୁଛନ୍ତି ଅଗ୍ନିଶମ କର୍ମଚାରୀ କିନ୍ତୁ ପୁରା ଜଙ୍ଗଲ ଘେରି ସାରିଲାଣି ଭିତରକୁ ଯିବାକୁ କାହାର ସାହସ ହେଉନାହିଁ ।ଦିନ 12ବେଳୁ ନିଆଁ ଲାଗିଛି ।ନୂଆପୁଟ ରୁ ଜଗଦୀଶ ବାଘ 12ଟା 25ବେଳକୁ ଆସି ଦେଖି 112 କୁ କୋଳ କରି ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରିବାରୁ ସେମିଲିଗୁଡା ଅଗ୍ନିଶମ ଗାଡି ଆସି ପହଞ୍ଚି କାର୍ଯ୍ୟରେ ଲାଗିଥିବାର ସୂଚନା ରହିଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ