।। ଧୁମ ଧାମରେ ବିଦା ହେଲେ ଗଜାନନ ।।

Sep 29, 2023 - 19:36
 0  9
।। ଧୁମ ଧାମରେ ବିଦା ହେଲେ ଗଜାନନ ।।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସହର ଏହି ଦୃଶ୍ୟ ଦେଖିବାକୁ ମିଳି ଥିଲା। ବିଶେଷ କରି ଟିଟିଲାଗଡ ସହର ର ଚମାର ପଡ଼ା,,ହିନ୍ଦୀ ହାଇ୍କୁଲର,,ରେଲୱେ ଷ୍ଟେସନ ପଡ଼ା ଓ ହାଟପଦା ପଡା ଊ ଝିଅ ଓ ମାଇକୀଣା ମାନେ ପର୍ଭୁ ଗଜାନନ ଙ୍କ ଭସାଣି ଯାତ୍ରା ରେ ସାମିଲ ହୋଇ ବର୍ଷା ରେ ଭିଜି,ଭିଜି ନାଚ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା, ଡି ଯେ, ବାଜା ସହିତ ଆଦିବାସି ଧାବ ନୃତ୍ୟ ଦେଖିବାକୁ ମିଳିଥିଲା ପୁରା ସହର ପରିକ୍ରମା କରିବା ପରେ ନିଜ ନିଜ ପୋଖିରେ ଭଗବାନ ଶ୍ରୀ ଗଜାନନ ଙ୍କ ମୂର୍ତ୍ତି କୁ ପାଣି ଭସାଇ ଥିଲେ ।

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ