।। ବାବା ମହାଦେବ ,ଙ୍କ ଆଠ ପାଲି ଶେଷ ସୋମୋବାର ପାଳିତ ।।

Aug 29, 2023 - 05:17
 0  8
।। ବାବା ମହାଦେବ ,ଙ୍କ ଆଠ ପାଲି ଶେଷ ସୋମୋବାର ପାଳିତ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ତାଲଗୁଡା ବୋଲ ବାମ ସେବା ସେମିତି ତାଲଗୁଡ଼ ନଦୀଠାରୁ ପାଣି ଉଠାଇ ମହିପାଣି କୁମାର ପଡ଼ା ଶିବମନ୍ଦିର ଠାରେ ଢାଳି ଥିଲେ ।

ଏଥିରେ ବହୁତ ଵୋଲ ବୋମ ଭକ୍ତ ଆଉ ଅନ୍ୟ ଲୋକ ମାନେ ଯୋଗଦାନ କରିଥିଲେ ଏଥିରେ ତାଲଗୁଡ ବୋଲ ବୋ ମ ସେବା ସେମିତି ଭଜନର ବେବସ୍ତା କରିଥିଲେ ।

ସମସ୍ତଭକ୍ତ ଭୂର୍ନ୍ଧ ଭଜନ କରିଥିଲେ ଆଉ ଖୁସି ମୋଧୟ ଜଣାଇ ଥିଲେ ପୂଜକ ଦିବାକର ଦାସ ତଥା ବୋଲ ବୋଳବୋମ ସେବା ସମିତି ରୋ ପ୍ରେସିଡେଣ୍ଟ

ହେମନ୍ତ ପର୍ଧନୀ ଆଉ କୋଦଣ୍ଡ ଧର ନାଏକ,ହରିହର ସୁନା ବିଭୂତି ନାଏକ ଭଗବାନ ନାଏକ କିଶୋର ନାଏକ ଗାଁ ଲୋକ ମୋ ଧାୟ ସାହାଜୀୟ କରିଥିଲେ ।

କଳାହାଣ୍ଡି ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି, ରଜନୀକାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ