ଦିଲ୍ଲୀ କଳିଙ୍ଗ ଶୀକ୍ଷା ସମାଜ ପକ୍ଷରୁ ଜାତୀୟ ସମ୍ମାନ ପ୍ରାପ୍ତ ଓଡିଶାର ୨ ଶିକ୍ଷକ ଡ: ଦ୍ବିତୀ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର କର ଙ୍କୁ ସମ୍ମାନୀତ କରିଛନ୍ତି

Sep 4, 2024 - 15:48
 0  29
ଦିଲ୍ଲୀ  କଳିଙ୍ଗ  ଶୀକ୍ଷା ସମାଜ ପକ୍ଷରୁ  ଜାତୀୟ ସମ୍ମାନ ପ୍ରାପ୍ତ ଓଡିଶାର ୨ ଶିକ୍ଷକ ଡ: ଦ୍ବିତୀ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର କର ଙ୍କୁ ସମ୍ମାନୀତ କରିଛନ୍ତି

ଜାତୀୟ ଶୀକ୍ଷକ ସମ୍ମାନ ପାଇଁ ଓଡିଶାରୁ ଚୟନ ହୋଇଥିବା ୨ ଜଣ କୃତି ଶୀକ୍ଷକଙ୍କୁ କଳିଙ୍ଗ ଶୀକ୍ଷା ସମାଜ ପକ୍ଷରୁ ଦିଲ୍ଲୀ ସ୍ଥିତ ହୋଟେଲ ଅଶୋକା ଠାରେ ସମ୍ମନୀତ କରାଯାଇଛି । ଓଡିଆ ଭାଷା ସଂସ୍କୃତି ର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ୧୯୯୩ ମସିହାରୁ ଗଠିତ ସଂଗଠନର ସମସ୍ତ ସଦସ୍ୟ , ସଦସ୍ୟା ଉପସ୍ଥିତ ରହି ପୁଷ୍ପଗୁଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଛନ୍ତି । ସମ୍ନାନୀତ ହେବା ପରେ ୨ ଶୀକ୍ଷକ ଡ:ଦ୍ବିତୀଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର କର ଖୁସି ପ୍ରକଟ କରିଛନ୍ତି ।ଅନ୍ୟ ପକ୍ଷରେ ଭାରତ ର ରାଜଧାନୀ ଦିଲ୍ଲୀ ରେ ଓଡିଆ ମାନଙ୍କ ପାଇଁ ଓଡିଆ ସ୍କୁଲ ସହ ଅଡିଟରିୟମ ପ୍ରତିଷ୍ଠା ଲାଗି ଦୃଷ୍ଟି ଦେବାକୁ ମହାମହିମ ରାଷ୍ଟ୍ରପତି ,କେନ୍ଦ୍ର ଶୀକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡିଶାର ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନିକଟରେ ନିବେଦନ କରିଛନ୍ତି । ବାଇଟ-ଡ:ଦ୍ବିତୀଚନ୍ଦ୍ର ସାହୁ ,କୃତି ଶୀକ୍ଷକ,ରାୟଗଡା ବାଇଟ-ସନ୍ତୋଷ କୁମାର କର,କୃତି ଶୀକ୍ଷକ ,ନର୍ଲା ବାଇଟ-ରଶ୍ମିତା ଚୈଧୁରୀ,ପ୍ରିନସିପାଲ, ସାବିତ୍ରୀ ପବଲିକ ସ୍କୁଲ ,ଦିଲ୍ଲୀ।

 ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ