ଜିଲ୍ଲା ଅଭିଯୋଗ ଓ ସମାଧାନ ଶିବିର ରେ ଦାବି ପତ୍ର ଦେଲେ ଜିଲ୍ଲା ପରିଷଦ,ସରପଞ୍ଚ,ସମିତି

Mar 17, 2026 - 22:19
 0  56
ଜିଲ୍ଲା ଅଭିଯୋଗ ଓ ସମାଧାନ ଶିବିର ରେ ଦାବି ପତ୍ର ଦେଲେ ଜିଲ୍ଲା ପରିଷଦ,ସରପଞ୍ଚ,ସମିତି

ପୋଲିସ ନିରୀହ ଗରିବ ଅସହାୟ ଅନୁସୂଚିତ ଜନଜାତିର ଲୋକଙ୍କୁ ବିନା କାରଣ ମହିଳା ପୁରୁଷ, ଗର୍ଭବତୀ ମାଆ ଙ୍କୁ ଉଠାଇ ନେଲା l ନିର୍ଦୋଷୀ ଲୋକଙ୍କୁ ଜେଲ ପଠାଇଲା ପୋଲିସ l ଏହା ଅନ୍ୟାୟ କରିଛି ପୋଲିସ ବୋଳି ଜନପ୍ରତିନିଧି ମହଲରେ ବେଶ ଆଲୋଚନା ବିଷୟ ପାଲଟିଛି l ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ମହାଶୟ ଙ୍କୁ ମୌଖିକ ଭାବରେ ଓ ଲିଖିତ ଭାବରେ ଜନପ୍ରତିନିଧି ଅଭିଯୋଗ କରାଯାଇଥିଲେ l ଆମ ଲୋକଙ୍କୁ ତୁରନ୍ତ ଜେଲ ରୁ ଖୋଲାସ କରାଯାଉ ନ ହେଲେ ଆଗାମୀ ଦିନେ ରାଜରାସ୍ତା ଲଢେଇ ହେବ ବୋଳି କଡା ଚେତାବନୀ ଦେଇଥିଲେ l ଏହା କୁ ସରପଞ୍ଚ ତଥା ସରପଞ୍ଚ ସଂଘ ର ସଭାପତି କଣ କହୁଛନ୍ତି ଶୁଣିନିଅନ୍ତୁ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ