।। ଗାଁ ଗାଁ ରେ ପାଳନ ହେଲା ବିଶ୍ୱ ମହିଳା ଦିବସ ।।

Mar 8, 2024 - 22:00
 0  56
।। ଗାଁ ଗାଁ ରେ ପାଳନ ହେଲା ବିଶ୍ୱ ମହିଳା ଦିବସ ।।

ଆଜି ବିଶ୍ୱ ମହିଳା ଦିବସ ଉପଲକ୍ଷେ ଗାଁ ଗାଁ ରେ ବସ ବାସ କରୁଥିବା ପ୍ରତ୍ୟେକ ପରିବାରର ଉନତି ଉପରେ କେନ୍ଦ୍ରିତ ତୟାପୁଟ ଗ୍ରାମରେ ଥିବା ୱାର୍ଡ ସଂସ୍ଥା ତରଫରୁ ଲଷ୍ମୀପୂର ବ୍ଲକ ର ତଳ ବିଳାଂସିଲ,କାଳିଆଝୋଲା, ଛେଳିବେଡା, ଗାଦିଖାଲ, କୁରୁମୁଲି,ଉସ୍କାଭଟା, ରାଇସିଲ ଓ ଦିଆସିଲି ଗ୍ରାମ ରେ ବୋହୁ ଆଡମ୍ଭ ସହକାରେ ମହିଳା ଦିବସ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଆଠଟି ଗ୍ରାମର ଅଙ୍ଗନବାଡି କର୍ମୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ମହିଳା ମାନଙ୍କ ଅଧିକାର ଉପରେ ଏକ ଶୋଭା ଯାତ୍ରାର ଆୟୋଜନ କରାଯାଇଥିବା ବେଳେ,ଢେମସା ନୁର୍ତ୍ୟ,ମ୍ୟୁଜିକ ଚେୟାର,ଏକ ସହ ମିଟର ଦୌଡ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା।କୃତିତ୍ୱ ହାସଲ କରିଥିବା ମହିଳା ମାନଙ୍କୁ ସଂସ୍ଥା ତରଫରୁ ପୁରସ୍କାର ବଣ୍ଟନ କୋରାଯଇଥିଲା।

 ଲକ୍ଷ୍ମୀପୂରରୁ ପ୍ରମୋଦ ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ