।। କୋରାପୁଟ ବିଧାୟକ ରଘୁରାମ ପଡାଲା (ଅଜା) ହେଲେ l।

Mar 28, 2023 - 14:23
 0  37
।। କୋରାପୁଟ ବିଧାୟକ ରଘୁରାମ ପଡାଲା (ଅଜା)  ହେଲେ l।

ଗତକାଲି କୋରାପୁଟ ସହୀଦ ଲକ୍ଷଣ ନାୟକ ମେଡିକାଲ କଲେଜ ରେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ ଙ୍କ ଝିଅ ଏକ ଶିଶୁ କନ୍ୟା ଜନ୍ମ କରିଛନ୍ତି ଏବଂ ଖୁସି ର ବିଷୟ ରଘୁରାମ ପଡାଲା (ଅଜା) ହୋଇଛନ୍ତି l କିନ୍ତୁ ତାରି ଭିତରେ ଏକ ସ୍ୱତନ୍ତ୍ର ଉଧାରଣ ସୃଷ୍ଟି କରିଛନ୍ତି ମାନ୍ୟବର କୋରାପୁଟ ବିଧାୟକ ଶ୍ରୀ ପଡାଲ ମୁଖ୍ୟମନ୍ତ୍ରୀ ଙ୍କ ସରଳ ଜୀବନ ଜାପନ ରେ ଅନୁପ୍ରାଣିତ ହୋଇ ନିଜ ଝିଅ କୁ ସରକାରୀ ମେଡିକାଲ ରେ ଅସ୍ତ୍ର ପ୍ରଚାର କରିଛନ୍ତି... କୋରାପୁଟ ରେ ଘୋରାଇ ମେଡିକାଲ କୁ ନ ଯାଇ ସମସ୍ତ ଆଗରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମସ୍ତ ପ୍ରକାର ର ସୁବିଧା ସରକାରୀ ମେଡିକାଲ ରେ ଉପଲବ୍ଧ ଓ ଯେଉଁ ଜିନିଷ ସରକାରୀ ମେଡିକାଲ ରେ ଅଛି ତାହା ବଡ ବଡ ବେସରକାରୀ ମେଡିକାଲ ରେ ନାହିଁ ବୋଲି କହିଛନ୍ତି, ଆମେ ନବୀନ ସେନା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଜଣେ ସିପାଇ ପରି କାମ କରୁଛେ ଲୋକଙ୍କୁ ଆମେ BSKY (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ କଥା କହୁଛୁ, ମାଗଣା ସ୍ୱାସ୍ଥ୍ୟ ସେବା କଥା କହୁଛେ କିନ୍ତୁ ଯଦି ଆମେ ନିଜେ ସରକାରୀ ମେଡିକାଲ ରେ ଚିକିତ୍ସା ହେବନି ତାହାଲେ ଲୋକ ଆମକୁ କହିବେ କଣ ମୁଁ ଚାହିଁ ଥିଲେ ଭୁବନେଶ୍ୱର କିମ୍ବା ବିଶାଖାପାଟଣା ନେଇ ଯାଇପାରିଥାନ୍ତି କିନ୍ତୁ ଆମ ସରକାର ଆମ ମେଡିକାଲ ବହୁତ ବଢିଆ ଓ ଆମ ସରକାରୀ ମେଡିକାଲ ଡ଼କ୍ଟର ମାନେ ବହୁତ ଭଲ ... ଆମେ ଗର୍ବ କରିବା ଉଚିତ ଆମ ସରକାର ସମସ୍ତ ଦିଗରେ ଆଗରେ ଓ ସ୍ୱାସ୍ଥ୍ୟ ସେବା ରେ ବହୁତ ଆଗରେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯେମିତି ସରଳ ଏବଂ ନିର୍ମଳ ଆମେ ତାଙ୍କୁ ଆଦର୍ଶ ଭାବେ ମାନି ତାଙ୍କ ପରି ହେବା ଉଚିତ l ଧନ୍ୟବାଦ ମାନ୍ୟବର ଶ୍ରୀ ରଘୁରାମ ପଡ଼ଲା, ବିଧାୟକ କୋରାପୁଟ ଆପଣଙ୍କ ଏହି ଉଧାରଣ ଆମ ସମସ୍ତ ଙ୍କ ପାଇଁ ଏକ ପ୍ରେରଣା ହେବା l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ