।। କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ୨୦୦ ଜଣ ବରିଷ୍ଠ ନାଗରିକଙ୍କୁ ତୀର୍ଥ ଭ୍ରମଣ ।।

Mar 27, 2023 - 19:42
 0  25
।। କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ୨୦୦ ଜଣ ବରିଷ୍ଠ ନାଗରିକଙ୍କୁ ତୀର୍ଥ ଭ୍ରମଣ ।।

ଆଜି ତା-୨୭/୦୩/୨୦୨୩ କୋରାପୁଟ ଜିଲ୍ଲା ତରଫରୁ ବିଭିନ୍ନ ବ୍ଲକରୁ ୨୦୦ ଜଣ ବରିଷ୍ଠ ନାଗରିକ ମାନଙ୍କୁ ତୀର୍ଥ ଭ୍ରମଣ ପାଇଁ ପଠାଇଲେ କୋରାପୁଟ ଜିଲ୍ଲା ପ୍ରଶାସନ l ଜିଲ୍ଲାପାଳ ମହମୋଦ ଅବାଦଲ ଆଖଥର ଶୁଭ ଉଦଘାଟନ କରିଛନ୍ତି l ଉପସ୍ଥିତ ଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ପ୍ରୀତି ଜେନା ଜିଲ୍ଲା ପର୍ଯ୍ୟଟକ ଅଧିକାରୀ ଶ୍ରୀମତୀ ତଳିନା ପ୍ରଧାନୀ ସେମିଲିଗୁଡା ବ୍ଲକ BSSO ଗୌତମ ଗୁମାଲ ସେମିଲିଗୁଡା ବ୍ଲକ ରାଜୁପୁଟ ସରପଞ୍ଚ ତଥା ସମାଜସେବୀ ପିତାମ୍ବର କିର୍ସାନି ସେମିଲିଗୁଡା ବ୍ଲକରୁ 27 ବରିଷ୍ଠ ନାଗରିକଙ୍କୁ ପଠେଇଛନ୍ତି l ଏମିତି ସବୁ ବ୍ଲକର BSSO ଉପସ୍ଥିତ ଥିଲେ l ସର୍ବମୋଟ ୨୦୦ ଜଣଙ୍କୁ ତୀର୍ଥ ସ୍ଥାନ ଭ୍ରମଣ ପାଇଁ ପଠେଇଛନ୍ତି l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ