।। ଗଣମାଧ୍ୟମ ପ୍ରତିନିଧି ମକୁନ୍ଦ ନାଏକଙ୍କ ପକ୍ଷରୁ ଦିନିକିଆ ଜଳଛତ୍ର

Apr 22, 2024 - 21:03
 0  127
।। ଗଣମାଧ୍ୟମ ପ୍ରତିନିଧି ମକୁନ୍ଦ ନାଏକଙ୍କ ପକ୍ଷରୁ ଦିନିକିଆ ଜଳଛତ୍ର

ଗ୍ରୀଷ୍ମ ତାପମାତ୍ରା ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଯାହାଫଳରେ ପଥଚାରୀ ମାନଙ୍କର ପାନୀୟ ଜଳର ଆବଶ୍ୟକ ରହିଅଛି। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମ ରେ ଚୈଇତ ଘଟ ଯାତ୍ରା ପାଇଁ ଜିଲ୍ଲା ପ୍ରତିନିଧି ମକୁନ୍ଦ ନାଏକଙ୍କ ପକ୍ଷରୁ ସୋମବାର ଦିନ ଏକ ଜଳଛତ୍ର କାର୍ଯ୍ଯକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଯିବାଆସିବା କରୁଥିବା ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ ଦିବସ ରେ ଲେମ୍ବୁ ପାଣି ବଣ୍ଟନ କରାଯାଇଥିଲା ll ସାମ୍ବାଦିକଙ୍କ ଏଭଳି ମହାନ୍ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ସାଧୁବାଦ୍ ଜଣାଇଥିବା ଜଣାପଡିଛି ll ଏହି କାର୍ଯ୍ୟକ୍ରମରେ ପାଞ୍ଚ ଶହ ରୁ ଉର୍ଦ୍ଧ ଭକ୍ତ ଓ ଶ୍ରଦ୍ଧାଳୁ ଥିଲେ । ପୁରୁଷ ମହିଳା, କୁନି କୁନି ପିଲାମାନେ ବହୁତ ଖୁସି ହେଉ ଥିବା ଚର୍ଚ୍ଚା ହେଉଛି l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ